30 lines
2.6 KiB
Markdown
30 lines
2.6 KiB
Markdown
# ବାହାର କରିବା, ଛଡ଼ାଇବା, ପକାଇବା
|
||
|
||
## ପରିଭାଷା:
|
||
|
||
କାହାକୁ କିମ୍ବା କିଛି ବିଷୟକୁ “ବାହାର କରିବା” କିମ୍ୱା “ଛଡ଼ାଇବା” ଅର୍ଥ କୌଣସି ବସ୍ତୁ କିମ୍ୱା ବ୍ୟକ୍ତିଙ୍କୁ ବଳପୂର୍ବକ ବହିଷ୍ଜାର କରିବାକୁ ବୁଝାଏ।
|
||
|
||
* “ବାହାର କରିବା” ଶବ୍ଦର ଅର୍ଥ ଯାହା “ପକାଇବା” ଶବ୍ଦ ସହିତ ସମାନ ଅଟେ । ଜାଲ ପକାଇବା ଅର୍ଥ ପାଣିରେ ଜାଲ ପକାଇବା ଅଟେ।
|
||
* ଆଳଙ୍କାରିକ ଅର୍ଥରେ, “ବାହାର କରିବା” କିମ୍ୱା “ତଡିଦେବା” ଅର୍ଥ କେହି ଜଣେ ସେହି ବ୍ୟକ୍ତିଙ୍କୁ ପ୍ରତ୍ୟାଖ୍ୟାନ କରି ତାହାଙ୍କୁ ପଠାଇ ପାରନ୍ତି।
|
||
|
||
## ଅନୁବାଦ ପ୍ରସ୍ତାବଗୁଡ଼ିକ:
|
||
|
||
* ପ୍ରସଙ୍ଗ ଉପରେ ଆଧାର କରି, “ବାଧ୍ୟ କରିବା” କିମ୍ୱା “ପଠାଇବା” କିମ୍ବା “ବାହାର କରିବା” ବୋଲି ମଧ୍ୟ ଏହି ଶବ୍ଦକୁ ଅନୁବାଦ କାରାଯାଇପାରେ।
|
||
* “ଭୂତ ଛଡାଇବା” ବାକ୍ୟାଂଶକୁ “ଅଶୁଚି ଆତ୍ମାକୁ ବାହାର କରିବା” କିମ୍ବା “ଅଶୁଚି ଆତ୍ମାକୁ ଛଡ଼ାଇବା” କିମ୍ବା “ଭୂତମାନଙ୍କୁ ତଡ଼ି ଦେବା” କିମ୍ୱା “ଭୂତମାନଙ୍କୁ ବାହାରି ଯିବାକୁ ଆଦେଶ ଦେବା” ବୋଲି ଅନୁବାଦ କାରାଯାଇପାରେ।
|
||
|
||
(ଦେଖନ୍ତୁ: [ଅଶୁଚିଆତ୍ମା](../kt/demon.md), [ଭୂତଗ୍ରସ୍ତ](../kt/demonpossessed.md), [ଗୁଲିବାଣ୍ଟ](../other/lots.md))
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ପ୍ରେରିତ ୭:୧୭\-୧୯](../other/lots.md)
|
||
* [ମାର୍କ ୩:୧୩\-୧୬](rc://*/tn/help/act/07/17)
|
||
* [ମାର୍କ ୯:୨୯](rc://*/tn/help/mrk/03/13)
|
||
* [ମାଥିଉ ୭:୨୧\-୨୩](rc://*/tn/help/mrk/09/28)
|
||
* [ମାଥିଉ ୯:୩୨\-୩୪](rc://*/tn/help/mat/07/21)
|
||
* [ମାଥିଉ ୧୨:୨୪](rc://*/tn/help/mat/09/32)
|
||
* [ମାଥିଉ ୧୭:୧୯\-୨୧](rc://*/tn/help/mat/12/24)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H1272, H1644, H1920, H3423, H7971, H7993, G15440
|