or_tw/bible/other/bookoflife.md

2.1 KiB
Raw Permalink Blame History

ଜୀବନ ପୁସ୍ତକ

ପରିଭାଷା:

“ଜୀବନର ପୁସ୍ତକ” ଶବ୍ଦ ଯେଉଁଠାରେ ଈଶ୍ବର ସମସ୍ତ ଲୋକଙ୍କ ନାମ ଲେଖିଛନ୍ତି ଯାହାକୁ ସେ ମୁକ୍ତ କରିଛନ୍ତି ଏବଂ ଅନନ୍ତ ଜୀବନ ଦେଇଛନ୍ତି ତାହା ସୂଚାଇବା ପାଇଁ ବ୍ୟବହୃତ ହୁଏ ।

  • ପ୍ରକାଶିତ ବାକ୍ୟ ଏହି ପୁସ୍ତକକୁ

“ମେଷଶାବକଙ୍କ ଜୀବନ ପୁସ୍ତକ” ଭାବରେ ସୂଚାଏ ।  ଏହାକୁ “ଯୀଶୁଙ୍କ ଜୀବନର ପୁସ୍ତକ, ଈଶ୍ବରଙ୍କ ମେଷଶାବକ” ଭାବରେ ଅନୁବାଦ କରାଯାଇପାରେ ।  କ୍ରୁଶରେ ଯୀଶୁଙ୍କ ବଳିଦାନ ଲୋକମାନଙ୍କ ପାପ ପାଇଁ ଦଣ୍ଡର ମୂଲ୍ୟ ପ୍ରଦାନ କଲା ଯାହା ଦ୍ଵାରା ସେମାନେ ତାଙ୍କ ଉପରେ ବିଶ୍ୱାସ ଦ୍ୱାରା ଅନନ୍ତ ଜୀବନ ପାଇପାରିବେ ।

  • “ପୁସ୍ତକ” ଶବ୍ଦର ଅର୍ଥ

“ସ୍କ୍ରୋଲ୍” କିମ୍ବା “ପତ୍ର” କିମ୍ବା “ଲେଖା” କିମ୍ବା “ଆଇନଗତ ଦସ୍ତାବିଜ” ଅଟେ ।  ଏହା ଆକ୍ଷରିକ ବା ସାଙ୍କେତିକ ହୋଇପାରେ ।

(ଦେଖନ୍ତୁ: ଚିରସ୍ଥାୟୀ, ମେଷ, ଜୀବନ, ତ୍ୟାଗ, ସ୍କ୍ରୋଲ୍)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H2416, H5612, G09760, G22220