or_tw/bible/other/biblicaltimeweek.md

1.4 KiB
Raw Permalink Blame History

"ସପ୍ତାହ, ସପ୍ତାହ ସମୁହ"

ସଂଜ୍ଞା:

"ସପ୍ତାହ" କୁ ଆକ୍ଷରିକ ଭାବେ ସାତ ଦିନ ସମୟକୁ ସୂଚିତ କରାଯାଏ ׀

  • ଯିହୁଦୀ ୟ ନୀୟମ ଅନୁଯାୟୀ ଗୋଟିଏ ସପ୍ତାହ ଶନିବାର ସୂର୍ଯାସ୍ତରୁ ଆରମ୍ଭ ହୋଇ ତା ପର ଶନିବାର ସୂର୍ଯାସ୍ତରେ ଶେଷ ହୁଏ ׀
  • ବାଇବଲରେ "ସପ୍ତାହ" କୁ ଆକ୍ଷରିକ ଭାବେ ସାତର ସମାହାର ସଂଖ୍ୟାକୁ ସୂଚିତ କରାଯାଉଥିଲା ଯେପରିକି ସାତ ବର୍ଷ ׀
  • "ସପ୍ତାହର ପର୍ୱ" ଗୋଟିଏ ଶସ୍ୟ ଉତ୍ସର୍ଗ ପର୍ୱଥିଲା ଯାହାକୁ ନିସ୍ତାର ପର୍ୱର ସାତ ସପ୍ତାହ ପରେ ପାଳନ କରାଯାଉଥିଲା ׀

ଏହାକୁ "ପେଣ୍ଟିକଷ୍ଟ" କୁହାଯାଉଥିଲା ׀

(ଦେଖନ୍ତୁ: ପେଣ୍ଟିକଷ୍ଟ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H7620, G4521