25 lines
3.1 KiB
Markdown
25 lines
3.1 KiB
Markdown
# ଧାରଣ କରିବା, ଧାରକ, ବହନ କରିବା
|
||
|
||
## ସତ୍ୟ ଘଟଣାବଳୀ:
|
||
|
||
“ଧାରଣ କରିବା” ଶବ୍ଦର ଅର୍ଥ “କୌଣସି ବସ୍ତୁ କିମ୍ବା ବିଷୟକୁ ବହନ କରିବା” ଅଟେ ׀ ଏହି ଶବ୍ଦର ଅନେକ ସାଙ୍କେତିକ ବ୍ୟବହାର ମଧ୍ୟ ଅଛି ׀
|
||
|
||
* ଜଣେ ସ୍ତ୍ରୀ ଲୋକ ଯେତେବେଳେ ଶିଶୁକୁ ଧାରଣ କରିଛି ବୋଲି କୁହାଯାଏ, ଏହାର ଅର୍ଥ “ସେ ଶିଶୁକୁ ଜନ୍ମଦେବ ׀”
|
||
* “ଗୋଟିଏ ବୋଝକୁ ବୋହିବା” ଅର୍ଥ “କଷ୍ଟ ଅନୁଭବ କରିବା ׀“ ଏହି କଷ୍ଟ ଉଭୟ ଶାରିରୀକ ଏବଂ ଆବେଗିକ ଦୁଃଖଭୋଗକୁ ବୁଝାଏ ׀
|
||
* ବାଇବେଲର ଗୋଟିଏ ସାଧାରଣ ଅଭିବ୍ୟକ୍ତି ଅଛି “ଫଳ ଧାରଣ କରିବା” ଯାହାର ଅର୍ଥ “ଫଳ ଉତ୍ପାଦନ କରିବା”କିମ୍ବା “ଫଳିବା” ଅଟେ ׀
|
||
* “ସାକ୍ଷ୍ୟ ଗ୍ରହଣ କରିବା” ଅର୍ଥ “ପ୍ରମାଣିତ କରିବା” କିମ୍ବା “ଜଣେ ବ୍ୟକ୍ତି ଯାହା ଦେଖିଛି କିମ୍ୱା ଅନୁଭବ କରିଛି ତାହା ଜଣାଇବା” ଅଟେ ׀
|
||
* “ପୁତ୍ର ପିତାଙ୍କ ଅନ୍ୟାୟକୁ ସହ୍ୟ କରିବ ନାହିଁ “ ବାକ୍ୟର ଅର୍ଥ “ସେ ତାଙ୍କ ପିତାର ପାପ ପାଇଁ ଉତ୍ତରଦାୟୀ କିମ୍ବା ଦଣ୍ଡ ପାଇବାକୁ ଯୋଗ୍ୟ ନୁହେଁ ׀
|
||
* ସାଧାରଣ ଅର୍ଥରେ ଏହି ଶବ୍ଦକୁ “ବହନ କରିବା” କିମ୍ବା “ଦାୟିତ୍ୱ ନେବା”କିମ୍ବା “ଉତ୍ପାଦନ କରିବା”କିମ୍ବା “ସହନ କରିବା”ବୋଲି ପ୍ରସଙ୍ଗକୁ ଆଧାର କରି ଅନୁବାଦ କରାଯାଇପାରେ ׀
|
||
|
||
(<u>ନାମଗୁଡ଼ିକ କିପରି ଅନୁବାଦ କରିବେ:</u> ଅନୁବାଦ ପ୍ରସ୍ତାବଗୁଡ଼ିକ)
|
||
|
||
([ବୋଝ](../other/burden.md), [ଇଲୀଶାୟ](../names/elisha.md), [ସହ୍ୟ](../other/endure.md), [ଫଳ](../other/fruit.md), [ଅନ୍ୟାୟ](../kt/iniquity.md), [ବିବରଣୀ](../other/report.md), [ମେଷ](../other/sheep.md), [ସାମର୍ଥ](../other/strength.md), [ସାକ୍ଷ୍ୟ](../kt/testimony.md), [ସାକ୍ଷ୍ୟ ଗ୍ରହଣ](../kt/testimony.md): ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ବିଳାପଗୀତ ୩:୨୭](rc://*/tn/help/lam/03/25)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H2232, H3201, H3205, H5375, H5445, H5449, H6030, H6509, H6779, G01420, G04300, G09410, G10800, G16270, G25920, G31400, G41600, G47220, G48280, G50410, G50880, G53420, G54090, G55760
|