or_tw/bible/other/alarm.md

3.0 KiB
Raw Permalink Blame History

ବିପଦ ସଙ୍କେତ, ବିପଦ ସଙ୍କେତମାନ, ଭୟ ବିହ୍ୱଳିତ

ତଥ୍ୟମାନ:

ବିପଦ ସଙ୍କେତ ଏହା ଅଟେ, ଯାହା ଲୋକମାନଙ୍କୁ ବିପଦପୂର୍ଣ୍ଣ କ୍ଷତିଠାରୁ ରକ୍ଷା ପାଇବା ପାଇଁ ସତର୍କବାଣୀ ଦିଆଯାଇଥାଏ I ‘’ଭୟ ବିହ୍ୱଳିତ ହେବା’’ ର ଅର୍ଥ କିଛି ବିପଦପୂର୍ଣ୍ଣ ଓ ଧମକପୂର୍ଣ୍ଣ ବିଷୟରେ, ଅଧିକ ବ୍ୟସ୍ତ ଓ ଭୟ କରିବା I

  • ମୋୟାବୀୟ ଲୋକମାନେ ଯିହୁଦା ପ୍ରଦେଶକୁ ଆକ୍ରମଣ କରିବା ଯୋଜନାଟି, ଯିହୋଶଫଟ୍ ରାଜା ଶୁଣି, ଭୟ ବିହ୍ୱଳିତ ହୋଇଯାଇଥିଲେ I
  • ଶିଷ୍ୟମାନେ ଅନ୍ତିମ ଦିନର ଦୁର୍ଦ୍ଦଶା ବିଷୟ ଶୁଣନ୍ତେ, ଯୀଶୁ ସେମାନଙ୍କୁ ଭୟବିହ୍ୱଳିତ ନ ହେବା ପାଇଁ କହିଲେ I
  • ’’ବିପଦ ସଙ୍କେତ ବଜାଅ’’ ପ୍ରକାଶନଟିର ଅର୍ଥ ‘’ସତର୍କ ବାଣୀ ଦିଅ I

ପ୍ରାଚୀନ ଯୁଗରେ, ଜଣେ ବ୍ୟକ୍ତି ଉଚ୍ଚ କର୍କଶ ଶବ୍ଦରେ ବିପଦ ସଙ୍କେତ ଜଣାଉଥିଲେ I

ଅନୁବାଦର ପ୍ରସ୍ତାବିତ ବିଷୟମାନ:

  • ‘’କୌଣସି ଲୋକଙ୍କୁ ବିପଦ ସଙ୍କେତ ଦେବା’’ ର ଅର୍ଥ ‘’କୌଣସି ଲୋକଙ୍କ ବ୍ୟସ୍ତତାର କାରଣ ହେବା’’ କିମ୍ୱା ‘’କୌଣସି ଲୋକଙ୍କୁ ବ୍ୟସ୍ତ କରିବା’’ I
  • ଭୟ ବିହ୍ୱଳିତ ହେବା’’ ମଧ୍ୟ ‘’ବ୍ୟସ୍ତ ହେବା’’ କିମ୍ୱା ‘’ଭୟଭୀତ ହେବା’’ କିମ୍ୱା ‘’ବିଶେଷ ଉଦ୍‌ବିଘ୍ନ ହେବା’’ ଭାବେ ଅନୁବାଦ କରାଯାଇପାରେ I
  • ’’ବିପଦ ସଙ୍କେତ ବଜାଅ’’ ପ୍ରକାଶନଟି ମଧ୍ୟ ‘’ସାମୁହିକ ଭାବେ ସତର୍କବାଣୀ’’ କିମ୍ୱା ‘’ଘୋଷଣା କରୁ ଯେ ବିପଦ ଆସୁଛି’’ କିମ୍ୱା ‘’ବିପଦ ସଙ୍କେତ ଦେବା ପାଇଁ ତୂରୀ ବଜାଅ’’ ଭାବେ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିପାରିବା: ଯିହୋଶାଫଟ୍, ମୋୟାବ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H7321, H8643