or_tw/bible/names/thomas.md

2.5 KiB
Raw Permalink Blame History

ଥୋମା

ସତ୍ୟ ଘଟଣାବଳୀ:

ଥୋମା ଦ୍ୱାଦଶଙ୍କ ମଧ୍ୟରୁ ଜଣେଥିଲେ ଯାହାଙ୍କୁ ଯୀଶୁ ଶିଷ୍ୟ ଭାବରେ ମନୋନୀତ କରିଥିଲେ, ଏବଂ ପରବର୍ତ୍ତୀ ସମୟରେ ସେ ପ୍ରେରିତ ହେଲେ I ତାହାଙ୍କୁ  “ଦିଦୁମ”ଯାହାର ଅର୍ଥ  “ଯମଜ”ବୋଲି କୁହାଯାଉଥିଲା I

  • ଯୀଶୁଙ୍କ ଜୀବନର ଶେଷ ସମୟରେ  ସେ ପିତାଙ୍କ ସହିତ ରହିବାକୁ ଯାଉଛନ୍ତି ଏବଂ ଶିଷ୍ୟମାନଙ୍କ ସହ ରହିବା ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବେ ବୋଲି ଆପଣା ଶିଷ୍ୟମାନଙ୍କୁ କହିଲେI ଥୋମା ଯୀଶୁଙ୍କୁ ପଚାରିଲେ, ସେଠାକୁ ଯିବା ନିମନ୍ତେ ଆମେ ପଥ କିପରି ଜାଣିପାରୁ, କାରଣ ସେମାନେ ସେପର୍ଯ୍ୟନ୍ତ ଜାଣି ନଥିଲେ ସେ କୁଆଡେ ଯାଉଅଛନ୍ତି I
  • ଯୀଶୁ ମୃତ୍ୟୁଭୋଗ କଲାପରେ ପୁନର୍ଜୀବିତ ହେଲେ, ଥୋମା କହିଲେ ସେ ସ୍ୱଚକ୍ଷୁରେ ନ ଦେଖନ୍ତି ପୁଣି ଯେଉଁ ସ୍ଥାନରେ ତାଙ୍କର କ୍ଷତ ହୋଇଥିଲା ସେହି କ୍ଷତରେ ସ୍ପର୍ଶ ନ କରନ୍ତି ସେପର୍ଯ୍ୟନ୍ତ ସେ ଯୀଶୁ ଜୀବିତ ବୋଲି ବିଶ୍ଵାସ କରିବ ନାହିଁ ବୋଲି କହିଲା I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପ୍ରେରିତଶିଷ୍ୟମାନେପିତା ଈଶ୍ୱରଦ୍ୱାଦଶ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G23810