or_tw/bible/names/ramah.md

1.8 KiB

ରାମା

ତଥ୍ୟଗୁଡିକ:

ରାମା ଏକ ପ୍ରାଚୀନ ଇସ୍ରାଏଲୀୟ ନଗରୀଥିଲା I ଏହା ଯିରୂଶାଲମଠାରୁ 8 କି.ମି. ଦୂରରେ ଅବସ୍ଥିତଥିଲା I ଏହି ଅଞ୍ଚଳରେ ବିନ୍ୟାମିନ ଗୋଷ୍ଠୀୟ ଲୋକମାନେ ବାସ କରୁଥିଲେ I

  • ରାମାଠାରେ ରାହେଲ ବିନ୍ୟାମିନଙ୍କୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରିଥିଲେ i
  • ଯେତେବେଳେ ଇସ୍ରାଏଲୀୟମାନେ ବାବିଲକୁ ବନ୍ଦୀ ଭାବରେ ନିଆଗଲେ, ସେମାନଙ୍କୁ ବାବିଲକୁ ନିଆଯିବା ପୂର୍ବରୁ ପ୍ରଥମେ ରାମାକୁ ଅଣାଯାଇଥିଲେ I
  • ରାମା ଶାମୁୟେଲଙ୍କ ପିତାମାତାଙ୍କର ବାସସ୍ଥାନଥିଲା I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବା)

(ଆହୁରି ମଧ୍ୟ ଦେଖ: ବେଞ୍ଜାମିନ, ଇସ୍ରାଏଲର ବାର ଗୋଷ୍ଠୀ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7414, G4471