or_tw/bible/names/philiptheapostle.md

2.1 KiB
Raw Permalink Blame History

ପ୍ରେରିତ ଫିଲିପ୍ପ

ସତ୍ୟ ଘଟଣାବଳୀ:

ପ୍ରେରିତ ଫିଲିପ୍ପ ଯୀଶୁଙ୍କ ମୂଳ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି I ସେ ବେଥସାଇଦା ସହରର ଲୋକଥିଲେ I

  • ଯୀଶୁଙ୍କୁ ସାକ୍ଷାତ କରିବା ନିମନ୍ତେ ଫିଲିପ୍ପ ନିଥନୀୟେଲଙ୍କୁ ଆଣିଥିଲେ I
  • 5000 ରୁ ଊର୍ଦ୍ଧ୍ୱ ଜନତାଙ୍କ ନିମନ୍ତେ କିପରି ଖାଦ୍ୟ ଯୋଗାଇବାକୁ ହେବ, ତହିଁ ବିଷୟରେ ଯୀଶୁ ଫିଲିପ୍ପଙ୍କୁ ପ୍ରଶ୍ନ ପଚାରିଥିଲେ I
  • ଶେଷ ନିସ୍ତାର ପର୍ବର ରାତ୍ରଭୋଜନରେ ଯୀଶୁ ଆପଣାର ଶିଷ୍ୟମାନଙ୍କ ସହିତ ଭୋଜନ କରିଥିଲେ; ସେତେବେଳେ ସେ ସେମାନଙ୍କୁ ତାହାଙ୍କ ପିତା, ଈଶ୍ୱରଙ୍କ ବିଷୟରେ କହିଥିଲେ I ଫିଲିପ୍ପ ଯୀଶୁଙ୍କୁ ପିତାଙ୍କୁ  ଦର୍ଶନ କରାଇବାକୁ କହିଲେ I
  • ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ କେତେକ ଭାଷା ଏହି ଫିଲିପ୍ପଙ୍କର ନାମ ଅନ୍ୟ ଫିଲିପ୍ପ (ପ୍ରଚାରକ) ଠାରୁ ଭିନ୍ନ ଭାବରେ ଉଚ୍ଚାରଣ କରିବାକୁ ପସନ୍ଦ କରିପାରନ୍ତି I

(ନାମଗୁଡ଼ିକ କିଅପରୀ ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବ)

(ଫିଲିପ୍ପ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G53760