or_tw/bible/names/matthew.md

1.5 KiB
Raw Permalink Blame History

ମାଥିଉ, ଲେବୀ

ସତ୍ୟ ଘଟଣାବଳୀ:

ମାଥିଉ ବାର ଶିଷ୍ୟ ମଧ୍ୟରୁ ଜଣେ ଥିଲେ ଯାହାକୁ ଯୀଶୁ ନିଜର ଶିଷ୍ୟ କରି ମନୋନୀତ କରିଥିଲେ I ତାହାକୁ ଲୋକମାନେ ଆଲଫି ଲେବୀର ପୁତ୍ର ବୋଲି କହୁଥିଲେ I

  • ଲେବୀ (ମାଥିଉ) ଯୀଶୁଙ୍କୁ ଭେଟିବା ପୂର୍ବରୁ କଫର୍ନାହୂମରେ ଜଣେ କର ଆଦାୟକାରୀ ଥିଲେ I
  • ମାଥିଉ ତାଙ୍କ ନାମରେ ଥିବା ସୁସମାଚାର ଲେଖିଛନ୍ତି I
  • ବାଇବେଲରେ ଅନେକ ଲୋକର ନାମ ଲେବୀ ଥିଲା I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପ୍ରେରିତଲେବୀକର ଆଦାୟକାରୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G30170, G31560