or_tw/bible/names/maker.md

2.2 KiB

ନିର୍ମାତା

ତଥ୍ୟ:

ସାଧାରଣ ଭାବରେ, “ନିର୍ମାତା” ସେହି ବ୍ୟକ୍ତି ଅଟନ୍ତି ଯେ ସୃଷ୍ଟି କରନ୍ତି କିଅବା ନିର୍ମାଣ କରନ୍ତି I

  • ବାଇବଲରେ, “ନିର୍ମାତା” ବେଳେବେଳେ ଏକ ନାମ ରୂପରେ ବ୍ୟବହୃତ ହୁଏ କିଅବା ସଦାପ୍ରଭୁ ପଦବୀ କାରଣ ସେ ସବୁ କିଛି ସୃଷ୍ଟି କରି ଅଛନ୍ତି I
  • ସାଧାରଣ ରୂପରେ ଏହି ଶବ୍ଦ “ତାହାର” କିଅବା “ମୋର” କିଅବା “ତୁମର” ସହିତ ସଂଯୁକ୍ତ ହୋଇ ଥାଏ I

ଅନୁବାଦ ପ୍ରସ୍ତାବ:

  • “ନିର୍ମାତା” ଶବ୍ଦକୁ “ସୃଷ୍ଟିକର୍ତ୍ତା” କିଅବା “ପରମେଶ୍ୱର ଯେ ସୃଷ୍ଟି କରନ୍ତି” କିଅବା “ଯେ ସବୁ କିଛି ସୃଷ୍ଟି କରି ଅଛନ୍ତି “ରୂପରେ ଅନୁବାଦ କରାଯାଇପାରେ I
  • ବାକ୍ୟାଂଶ “ତାହାର ନିର୍ମାତ” କୁ “ଯେ ତାହାକୁ ସୃଷ୍ଟି କରି ଅଛନ୍ତି” କିଅବା “ପରମେଶ୍ୱର ଯେ ତାହାକୁ ସୃଷ୍ଟି କରି ଅଛନ୍ତି” ରୂପରେ ଅନୁବାଦ କରାଯାଇପାରେ I
  • ବାକ୍ୟାଂଶ “ତୁମ୍ଭର ନିର୍ମାତା” କିଅବା “ମୋର ନିର୍ମାତା” କୁ ଏହି ପ୍ରକାରେ ହିଁ ଅନୁବାଦ କରାଯାଇପାରେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ସୃଷ୍ଟି, ସଦାପ୍ରଭୁ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2796, H3335, H6213, H6466, H6467, G1217