or_tw/bible/names/lystra.md

2.2 KiB
Raw Permalink Blame History

ଲୁସ୍ତ୍ରା

ସତ୍ୟ ଘଟଣାବଳୀ:

ଲୁସ୍ତ୍ରା ପ୍ରାଚୀନ ଏସିଆ ପ୍ରଦେଶର ଏକ ସହର ଥିଲା ଯେଉଁଠାକୁ ପାଉଲ ତାଙ୍କର ଏକ ମିଶନାରୀ ଯାତ୍ରା ସମୟରେ ଯାଇଥିଲେ I ଏହା ଇକନୀୟ ଅଞ୍ଚଳରେ ଅବସ୍ଥିତ ଥିଲା ଯାହା ବର୍ତ୍ତମାନ ଆଧୁନିକ ତୁର୍କୀ ଅଟେ I

  • ଇକନୀୟରେ ଯିହୁଦୀମାନେ ସେମାନଙ୍କୁ ଧମକ ଦେବାରୁ ପାଉଲ ଏବଂ ତାଙ୍କ ସାଥୀମାନେ ଦର୍ବୀ ଏବଂ ଲୁସ୍ତ୍ରାକୁ ପଳାଇ ଯାଇଥିଲେI
  • ଲୁସ୍ତ୍ରାଠାରେ, ପାଉଲ ତୀମଥିଙ୍କୁ ଭେଟିଥିଲେ, ଯିଏ ଜଣେ ସହ -ପ୍ରଚାରକ ମଣ୍ଡଳୀ ସ୍ଥାପନ କାରୀ ଥିଲେ I
  • ପାଉଲ ଲୁସ୍ତ୍ରାଠାରେ ଜଣେ ପଙ୍ଗୁ ଲୋକକୁ ସୁସ୍ଥ କରିବା ପରେ ସେଠାରେ ଥିବା ଲୋକମାନେ ପାଉଲ ଏବଂ ବର୍ଣ୍ଣବ୍ବାଙ୍କୁ ଦେବତା ଭାବରେ ପୂଜା କରିବାକୁ ଚେଷ୍ଟା କଲେ, କିନ୍ତୁ ପ୍ରେରିତମାନେ ସେମାନଙ୍କୁ ଭର୍ତ୍ସନା କଲେ ଏବଂ ସେମାନଙ୍କୁ ତାହା କରିବାକୁ ଅଟକାଇଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ପ୍ରଚାରକ, ଇକନୀୟ, ତୀମଥି ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G30820