or_tw/bible/names/luke.md

2.1 KiB
Raw Permalink Blame History

ଲୂକ

ସତ୍ୟ ଘଟଣାବଳୀ:

ଲୂକ ନୂତନ ନିୟମରେ ଦୁଇଟି ପୁସ୍ତକ: ଲୂକ ଲିଖିତ ସୁସମାଚାର ଓ ପ୍ରେରିତ ପୁସ୍ତକ ଲେଖିଛନ୍ତି I

  • କଲସୀୟୟ ମଣ୍ଡଳୀକୁ ପତ୍ରରେ ପାଉଲ ଲୂକଙ୍କୁ ଏକ ଚିକିତ୍ସକ ରୂପରେ ସମ୍ବୋଧିତ କରିଛନ୍ତି I ପାଉଲ ତାହାଙ୍କର ଆଉ ଦୁଇଟି ପତ୍ରରେ ଲୂକଙ୍କର ନାମ ଉଲ୍ଲେଖ କରିଛନ୍ତି I
  • ଏପରି କୁହାଯାଏ କି ଲୂକ ଏକ ବିଜାତୀ ଓ ଗ୍ରୀକ୍ ଲୋକ ଯେ ଯୀଶୁଙ୍କୁ ଜାଣିଲେ I ତାହାଙ୍କର ସୁସମାଚାରରେ, ଲୂକ ଅନେକ ବିଷୟ ଲେଖିଛନ୍ତି ଯାହା ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଯୀଶୁଙ୍କ ପ୍ରେମକୁ ଅନ୍ତର୍ଭୁକ୍ତ କରେ I
  • ଲୂକ ପାଉଲଙ୍କର ଦୁଇଟି ମିଶନାରୀ ଯାତ୍ରାରେ ସହଭାଗୀ ଥିଲେ ଓ ତାହାଙ୍କର ସେବାରେ ସହାୟକ ଥିଲେ I
  • ପ୍ରାରମ୍ଭିକ ମଣ୍ଡଳୀଗୁଡ଼ିକୁ ପତ୍ର ଗୁଡ଼ିକରେ ଲୂକ ସିରିୟାର ଆନ୍ତିୟଖିଆ ସହରରେ ଜନ୍ମଗ୍ରହଣ କରିଥିଲେ ବୋଲି ଉଲ୍ଲେଖ ଅଛି I

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ଆନ୍ତିୟଖିଆ, ପାଉଲ, ସିରିୟା ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G30650