or_tw/bible/names/joab.md

1.9 KiB
Raw Permalink Blame History

ଯୋଆଵ

ସଂଜ୍ଞା

ଯୋଆଵ ରାଜା ଦାଉଦର ରାଜାକାଳ ସମୟରେ ଏକ ମହତ୍‌ୱପୂର୍ଣ୍ଣ ସୈନ୍ୟ ନେତୃତ୍ୱକାରୀଥିଲେ I

  • ଦାଉଦ ରାଜା ପୂର୍ବରୁ, ଯୋଆଵ ତାହାର ଏକ ବିଶ୍ୱସ୍ଥ ଅନୁଗାମୀ ହୋଇ ଯାଇଥିଲେ I
  • ତା ପରେ ଯେତେବେଳେ ଦାଉଦ ରାଜା ହେଲେ, ଯୋଆଵ ଦାଉଦ ସେନାର ସେନାଧ୍ୟକ୍ଷଥିଲେ I
  • ଯୋଆଵ ଦାଉଦର ଭଣଜାଥିଲେ କାରଣ ତାହାର ମାତା ଦାଉଦ ରାଜାର ଏକ ଭଉଣୀଥିଲେ I
  • ଯେତେବେଳେ ଦାଉଦର ପୁତ୍ର ଅବସଲମ ତାହାର ରାଜ କୁ ନିଜର କରିବାକୁ ତାହାକୁ ବିଶ୍ୱାସଘାତ କଲା I ଯୋଆବ ରାଜା ଦାଉଦକୁ ସୁରକ୍ଷା ଦେବା ନିମନ୍ତେ ଅବସଲମ କୁ ହତ୍ୟା କଲେ I
  • ଯୋଆଵ ଏକ ଆକ୍ରଣତ୍ମକ ଯୋଦ୍ଧାଥିଲେ ଓ ଯେଉଁମାନେ ଇସ୍ରାଏଲ ର ଶତ୍ରୁଥିଲେ ସେ ଅନେକଙ୍କୁ ହତ୍ୟା କରିଥିଲେ I

(ଆହୁରି ଦେଖନ୍ତୁ: ଅବସଲମ, ଦାଉଦ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3097