or_tw/bible/names/enoch.md

1.4 KiB
Raw Permalink Blame History

ହନୋକ

ସତ୍ୟ ଘଟଣାବଳୀ:

ପୁରାତନ ନିୟମର ଦୁଇ ବ୍ୟକ୍ତିଙ୍କର ହନୋକ ନାମ ଥିଲା I

  • ଜଣେ ହନୋକ ଶେଥ ବଂଶରୁ ଥିଲେ I ଶେଥ ନୋହଙ୍କର ପୂର୍ବଜ ଥିଲେ I
  • ଏହି ହନୋକଙ୍କର ସମ୍ପର୍କ ଈଶ୍ୱରଙ୍କ ସହିତ ଘନିଷ୍ଠଥିଲା ଏବଂ ଯେତେବେଳେ ତାଙ୍କର 365 ବର୍ଷ ହେଲା ଈଶ୍ୱର ତାହାଙ୍କୁ  ଜୀବିତ ଥିବା ଅବସ୍ଥାରେ ସ୍ୱର୍ଗକୁ ନେଲେ I
  • ଆଉ ଜଣେ ହନୋକ କୟିନଙ୍କ ପୁତ୍ର ଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କୟିନ, ଶେଥ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H2585, G18020