or_tw/bible/names/delilah.md

1.7 KiB

ଦଲୀଲା

ଘଟଣାଗୁଡିକ:

ଦଲୀଲା ଜଣେ ପଲେଷ୍ଟୀୟ ନାରୀଥିଲେ ଯିଏକି ଶାମ୍‌ଶୋନ ଦ୍ୱାରା ଭଲ ପାଉଥିଲେ, କିନ୍ତୁ ତାଙ୍କ ସ୍ତ୍ରୀ ନଥିଲେ ।

  • ଦଲୀଲା ସେ ଶାମ୍‌ଶୋନଙ୍କୁ ଭଲ ପାଇବା ଅପେକ୍ଷା ଅଧିକା ଅର୍ଥକୁ ଭଲ ପାଇଲେ ।
  • ପଲେଷ୍ଟୀୟମାନେ ଶାମ୍‌ଶୋନଙ୍କୁ ପ୍ରବଞ୍ଚନା କରି ଦଲୀଲାକୁ ଲାଞ୍ଚ ଦେଇ ତାକୁ କହନ୍ତି କିପରି ସେ ଦୁର୍ୱଳ ହୋଇପାରିବ ।

ଯେତେବେଳେ ତାର ଶକ୍ତି ଚାଲିଗଲା, ପଲେଷ୍ଟୀୟମାନେ ତାକୁ ବନ୍ଦୀ କଲେ ।

(ଅନୁବାଦ ପ୍ରସ୍ତାବ ବିଷୟଗୁଡିକ: ଅନୁବାଦ ନାମଗୁଡିକ)

(ପୁନଶ୍ଚ ଦେଖନ୍ତୁ: ଲାଞ୍ଚ, ପଲେଷ୍ଟୀୟମାନେ, ଶାମ୍‌ଶୋନ)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H1807