or_tw/bible/names/caiaphas.md

1.8 KiB
Raw Permalink Blame History

କୟାଫା

ସତ୍ୟ ଘଟଣାବଳୀ:

ବାପ୍ତିଜକ ଯୋହନ ଓ ଯୀଶୁଙ୍କ ସମୟରେ କୟାଫା ଇସ୍ରାଏଲର ଜଣେ ମହାଯାଜକ ଥିଲେ ।

  • ଯୀଶୁଙ୍କ ଦୁଃଖଭୋଗ ଓ ବିଚାର ସମୟରେ କୟାଫା ମୁଖ୍ୟ ଭୂମିକା ତୁଲାଇଥିଲେ ।
  • ମହାଯାଜକ ହାନାନ ଏବଂ କୟାଫା ମଧ୍ୟ ପିତର ଓ ଯୋହନଙ୍କ ବିଚାର ସମୟରେ ଥିଲେ ଯେଉଁ ସମୟରେ ସେମାନେ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବା ପରେ ବନ୍ଦୀ ହୋଇଥିଲେ ।
  • ଲୋକସଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳ ଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ ଏ ସେହି କୟାଫା ଅଟନ୍ତି। ଯୀଶୁ ଏହା କହିଲେ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ ।

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ହାନାନମହାଯାଜକ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G25330