or_tw/bible/names/annas.md

2.2 KiB

ହାନାନ

ସତ୍ୟ ଘଟଣାବଳୀ:

ହାନାନ ଯିରୂଶାଲମରେ ପ୍ରାୟ 6 ଖ୍ରୀଷ୍ଟାବ୍ଦଠାରୁ 15 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, 10 ବର୍ଷ ପର୍ଯ୍ୟନ୍ତ ଯିହୁଦୀୟ ମହାଯାଜକ ଥିଲେ I ତା’ପରେ ତାହାଙ୍କୁ  ରୋମୀୟ ଅଧିକାରୀଙ୍କ ଦ୍ୱାରା ମହାଯାଜକ ଗୋଷ୍ଠୀରୁ ବାହାର କାରାଯାଇଥିଲା, ଯଦିଓ ସେ ଯିହୁଦୀ ମଧ୍ୟରେ ଜଣେ ପ୍ରଭାବଶାଳୀ ନେତା ରହିଲେ I

  • ହାନାନ କୟାଫାଙ୍କ ଶ୍ୱଶୁର ଥିଲେ, ଯୀଶୁଙ୍କ କାର୍ଯ୍ୟକାଳ ସମୟରେ ସେ କ୍ଷମାତା ପ୍ରାପ୍ତ ମହାଯାଜକ ଥିଲେ I
  • ଯେତେବେଳେ ଯୀଶୁଙ୍କୁ ବନ୍ଦୀ କରାଯାଉଥିଲା, ହାନାନଙ୍କ ଶ୍ୱଶୁର କୟାଫା ମହାଯାଜକ ଥିଲେ | ହାନାନଙ୍କୁ ଜଣେ ମହାଯାଜକ ଭାବରେ ମଧ୍ୟ ଉଲ୍ଲେଖ କରାଯାଇଛି, କାରଣ ସେ ଜଣେ ପୂର୍ବତନ ମହାଯାଜକ ଥିଲେ, ଯିଏକି ଲୋକମାନଙ୍କ ଉପରେ କ୍ଷମତା ଏବଂ ଅଧିକାର ରଖିଥିଲେ |
  • ତାଙ୍କ ବିଚାର ମଧ୍ୟରେ ଯିହୁଦୀ ନେତାମାନଙ୍କ ସମ୍ମୁଖରେ, ଯୀଶୁଙ୍କୁ ପ୍ରଶ୍ନ ପଚାରିବା ନିମନ୍ତେ ପ୍ରଥମେ ହାନାନ ନିକଟକୁ ଅଣାଯାଇଥିଲା I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)

(ମହାଯାଜକଯାଜକ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: G452