24 lines
2.2 KiB
Markdown
24 lines
2.2 KiB
Markdown
# ହାନାନ
|
||
|
||
## ସତ୍ୟ ଘଟଣାବଳୀ:
|
||
|
||
ହାନାନ ଯିରୂଶାଲମରେ ପ୍ରାୟ 6 ଖ୍ରୀଷ୍ଟାବ୍ଦଠାରୁ 15 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, 10 ବର୍ଷ ପର୍ଯ୍ୟନ୍ତ ଯିହୁଦୀୟ ମହାଯାଜକ ଥିଲେ I ତା’ପରେ ତାହାଙ୍କୁ ରୋମୀୟ ଅଧିକାରୀଙ୍କ ଦ୍ୱାରା ମହାଯାଜକ ଗୋଷ୍ଠୀରୁ ବାହାର କାରାଯାଇଥିଲା, ଯଦିଓ ସେ ଯିହୁଦୀ ମଧ୍ୟରେ ଜଣେ ପ୍ରଭାବଶାଳୀ ନେତା ରହିଲେ I
|
||
|
||
* ହାନାନ କୟାଫାଙ୍କ ଶ୍ୱଶୁର ଥିଲେ, ଯୀଶୁଙ୍କ କାର୍ଯ୍ୟକାଳ ସମୟରେ ସେ କ୍ଷମାତା ପ୍ରାପ୍ତ ମହାଯାଜକ ଥିଲେ I
|
||
* ଯେତେବେଳେ ଯୀଶୁଙ୍କୁ ବନ୍ଦୀ କରାଯାଉଥିଲା, ହାନାନଙ୍କ ଶ୍ୱଶୁର କୟାଫା ମହାଯାଜକ ଥିଲେ | ହାନାନଙ୍କୁ ଜଣେ ମହାଯାଜକ ଭାବରେ ମଧ୍ୟ ଉଲ୍ଲେଖ କରାଯାଇଛି, କାରଣ ସେ ଜଣେ ପୂର୍ବତନ ମହାଯାଜକ ଥିଲେ, ଯିଏକି ଲୋକମାନଙ୍କ ଉପରେ କ୍ଷମତା ଏବଂ ଅଧିକାର ରଖିଥିଲେ |
|
||
* ତାଙ୍କ ବିଚାର ମଧ୍ୟରେ ଯିହୁଦୀ ନେତାମାନଙ୍କ ସମ୍ମୁଖରେ, ଯୀଶୁଙ୍କୁ ପ୍ରଶ୍ନ ପଚାରିବା ନିମନ୍ତେ ପ୍ରଥମେ ହାନାନ ନିକଟକୁ ଅଣାଯାଇଥିଲା I
|
||
|
||
([ନାମଗୁଡ଼ିକୁ କିପରି ଅନୁବାଦ କରିବେ:](rc://*/ta/man/translate/translate-names) ଦେଖନ୍ତୁ)
|
||
|
||
([ମହାଯାଜକ](../kt/highpriest.md), [ଯାଜକ](../kt/priest.md): ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ପ୍ରେରିତ 4:5\-7](rc://*/tn/help/act/04/05)
|
||
* [ଯୋହନ 18:22\-24](rc://*/tn/help/jhn/18/22)
|
||
* [ଲୂକ 3:1\-2](rc://*/tn/help/luk/03/01)
|
||
|
||
## ଶବ୍ଦବିନ୍ୟାସ :
|
||
|
||
* Strong's: G452
|