or_tw/bible/names/baasha.md

1.9 KiB
Raw Permalink Blame History

ବାଶା

ଘଟଣାବଳି:

ବାଶା ଇସ୍ରାଏଲର ଜଣେ ଦୁଷ୍ଟ ରାଜାଥିଲେ ଯିଏକି ଇସ୍ରାଏଲୀୟମାନଙ୍କୁ ମୂର୍ତ୍ତି ପୂଜା କରିବାକୁ ପ୍ରଭାବିତ କରୁଥିଲେ ׀

  • ବାଶା ଇସ୍ରାଏଲର ତୃତୀୟ ରାଜାଥିଲେ ଏବଂ ଚବିଶି ବର୍ଷ ରାଜତ୍ୱ କରିଥିଲେ ସେହି ସମୟରେ ଆସା ଯିହୁଦାର ରାଜାଥିଲେ ׀

ସେ ଜଣେ ସେନାପତିଥିଲେ ଯିଏ କି ପୂର୍ବ ରାଜା ନାଦବଙ୍କୁ ହତ୍ୟା କରି ନିଜେ ରାଜା ହୋଇଥିଲେ ׀

  • ବାଶା ରାଜାଙ୍କ ରାଜତ୍ୱ ସମୟରେ ଇସ୍ରାଏଲ ଓ ଯିହୁଦା ରାଜ୍ୟ ମଧ୍ୟରେ ଅନେକ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା, ସ୍ୱତନ୍ତ୍ର ଭାବେ ଯିହୁଦାର ରାଜା ଆସାଙ୍କ ସହ ׀
  • ବାଶାଙ୍କ ଅନେକ ପାପ ହେତୁ ପରମେଶ୍ୱର ମୃତ୍ୟୁ ଦ୍ୱାରା ଶେଷରେ ତାହାଙ୍କୁ ରାଜ କାର୍ଯ୍ୟରୁ ବାହାର କରିଥିଲେ ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ

(ଦେଖନ୍ତୁ: ଆସା, ମିଥ୍ୟା ଦେବତା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1201