or_tw/bible/names/andrew.md

1.7 KiB

ଆନ୍ଦ୍ରିୟ

ସତ୍ୟ ଘଟଣାବଳୀ:

ଆନ୍ଦ୍ରିୟ ସେହି ବାର ଜଣଙ୍କ ମଧ୍ୟରୁ ଜଣେ ଥିଲେ ଯାହାକୁ ଯୀଶୁ ଘନିଷ୍ଠ ଶିଷ୍ୟ ଭାବରେ ମନୋନୀତ କରିଥିଲେ (ପରବର୍ତ୍ତୀ ସମୟରେ ପ୍ରେରିତ ବୋଲି କୁହାଗଲା) I

  • ଶିମୋନ ପିତର ଆନ୍ଦ୍ରିୟଙ୍କ ଭାଇଥିଲେ I ସେ ଦୁହେଁ ମାଛୁଆ ଥିଲେ I
  • ପିତର ଏବଂ ଆନ୍ଦ୍ରିୟ ଗାଲିଲୀ ସମୁଦ୍ରରେ ମାଛ ଧରୁଥିଲେ, ଯେତେବେଳେ ଯୀଶୁ ସେମାନଙ୍କୁ ଶିଷ୍ୟ ହେବା ନିମନ୍ତେ ଡାକିଲେ I
  • ପିତର ଏବଂ ଆନ୍ଦ୍ରିୟ ଯୀଶୁଙ୍କୁ ଭେଟିବା ପୂର୍ବରୁ, ସେମାନେ ବାପ୍ତିଜକ ଯୋହନଙ୍କ ଶିଷ୍ୟଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)

(ପ୍ରେରିତଶିଷ୍ୟବାର: ଦେଖନ୍ତୁ)

ବାଇବଲ ପଦ ପର୍ୱ:

ଶବ୍ଦବିନ୍ୟାସ:

  • Strong's: G406