or_tw/bible/names/ahijah.md

1.7 KiB
Raw Permalink Blame History

ଅହୀୟ

ତଥ୍ୟମାନ:

ଅହୀୟ ପୁରାତନ ନିୟମରେ ବିଭିହ୍ନ ବ୍ୟକ୍ତିଙ୍କ ନାମଥିଲା I ନିମ୍ନରେ ସେହି କେତେକ ବ୍ୟକ୍ତିଙ୍କ ନାମ ଦିଆଯାଇଛି I

  • ଶାଉଲଙ୍କ ସମୟରେ ଅହୀୟ ଜଣେ ଯାଜକଙ୍କ ନାମଥିଲା I
  • ଶଲୋମନ ରାଜାଙ୍କ ଶାସନ କାଳରେ ଅହୀୟ ନାମକ ଜଣେ ବ୍ୟକ୍ତି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ I
  • ଶୀଲୋହର ଜଣେ ଭାବବାଦୀଙ୍କ ନାମ ଅହୀୟଥିଲା, ଯେ ଇସ୍ରାଏଲ ଦେଶଟି ଦୁଇଟି ରାଜ୍ୟରେ ବିଭକ୍ତ ହେବା ବିଷୟ କହିଥିଲେ I
  • ଇସ୍ରାଏଲ ଦେଶରେ ବାଶା ରାଜାଙ୍କ ପିତାଙ୍କ ନାମ ଅହୀୟଥିଲା I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମର ଅନୁବାଦ)

(ମଧ୍ୟ ଦେଖିପାରିବା: ବାଶା, ଶିଲୋ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H281