or_tw/bible/kt/almighty.md

2.1 KiB
Raw Permalink Blame History

ସର୍ବଶକ୍ତିମାନ

ସତ୍ୟ ଘଟଣାଗୁଡ଼ିକ:

ସର୍ବଶକ୍ତିମାନ’’ ଶବ୍ଦର ଆକ୍ଷାରିକ ଅର୍ଥ ‘’ସମସ୍ତ ଶକ୍ତିଶାଳୀ’’; ବାଇବେଲରେ ଏହା ସର୍ବଦା ଈଶ୍ୱରଙ୍କୁ ଦର୍ଶାଏ I

· ସର୍ବଶକ୍ତିମାନ’’ କିମ୍ୱା ଜଣେ ସର୍ବଶକ୍ତିମାନ’’ ଶବ୍ଦଟି ‘’ଈଶ୍ୱରଙ୍କୁ’’ ଦର୍ଶାଏ ଏବଂ ପ୍ରକାଶ କରେ ଯେ, ତାଙ୍କର ସମସ୍ତ ସୃଷ୍ଟି ଉପରେ ସମ୍ପୂର୍ଣ୍ଣ ଶକ୍ତି ଏବଂ ଅଧିକାର ଅଛି I

· ସର୍ବଶକ୍ତିମାନ ଈଶ୍ୱର’’ ଏବଂ ‘’ଈଶ୍ୱର ସର୍ବଶକ୍ତିମାନ‘’ ଏବଂ ‘’ପ୍ରଭୁ ସର୍ବଶକ୍ତିମାନ’’ ଏବଂ ‘’ପ୍ରଭୁ ଈଶ୍ୱର ସର୍ବଶକ୍ତିମାନ’’ ଏହି ଶବ୍ଦଟି ଈଶ୍ୱରଙ୍କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକୁ ଅନୁବାଦ କରାଯିବ)

( ପ୍ରଭୂ, ଈଶ୍ୱର, ଶକ୍ତି ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H7706, G38410