or_tw/bible/kt/adoption.md

4.2 KiB
Raw Permalink Blame History

ପୋଷ୍ୟପୁତ୍ର, ଉତ୍ତରାଧ‌ିକାରୀ ଭାବରେ ଗ୍ରହଣ କରିବା, ପୋଷ୍ୟ ସନ୍ତାନ ଭାବେ ଗୃହୀତ ହେବା

ପରିଭାଷା:

‘ଉତ୍ତରାଧ‌ିକାରୀ ଭାବରେ ଗ୍ରହଣ କରିବା ଓ ‘’ପୋଷ୍ୟପୁତ୍ର’’ ଶବ୍ଦଗୁଡ଼ିକ ଆଇନଗତ ଭାବରେ କାହାର ସନ୍ତାନ ହେବା ପ୍ରକ୍ରିୟାକୁ ସୂଚିତ କରେ ଯେଉଁମାନେ ସେହିଲୋକମାନଙ୍କର ନିଜ ସନ୍ତାନ ନୁହଁନ୍ତିI

  • ବାଇବେଲରେ ‘’ପୋଷ୍ୟପୁତ୍ର’’ ଓ ‘ଉତ୍ତରାଧ‌ିକାରୀ ଭାବରେ ଗ୍ରହଣ କରିବା” ଶବ୍ଦଗୁଡ଼ିକୁ ଈଶ୍ଵର କିପରି ପ୍ରତ୍ୟେକ ବ୍ୟକ୍ତିକୁ ତାଙ୍କ ପରିବାରର ଆତ୍ମିକ ସନ୍ତାନ ହେବାକୁ ବ୍ୟବହାର କରନ୍ତି ତାହା  ସାଙ୍କେତିକ ଭାବେ ବର୍ଣ୍ଣନା କରିବାକୁ ବ୍ୟବହାର କରେ I
  • ପୋଷ୍ୟ ସନ୍ତାନ-ସନ୍ତତି ଭାବେ, ଈଶ୍ୱର ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଉତ୍ତରାଧିକାରୀ ପ୍ରତ୍ୟେକଙ୍କୁ ଈଶ୍ଵରଙ୍କ ସନ୍ତାନ-ସନ୍ତତି ହେବାର ଲାଭ ଉଠାଇବାକୁ ସୁଯୋଗ ପ୍ରଦାନ କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ି:

  • ଏହି ଶବ୍ଦକୁ ଏକ ଶବ୍ଦ ସହିତ ଅନୁବାଦ କରାଯାଇପାରେ ଯାହା ସ୍ଥାନୀୟ ଭାଷାରେ ଏହି ବିଶେଷ ପିତାମାତା-ସନ୍ତାନ ସମ୍ପର୍କକୁ ବର୍ଣ୍ଣନା କରିବାକୁ ବ୍ୟବହାର ହୁଏ | ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦ ଏକ ସାଙ୍କେତିକ ବା ଆତ୍ମିକ ଅର୍ଥକୁ ପ୍ରକାଶ କରେ I
  • ‘’ପୋଷ୍ୟପୁତ୍ର ଭାବେ ଅନୁଭୂତି କରିବା’’ ବାକ୍ୟାଂଶକୁ ‘’ଈଶ୍ୱରଙ୍କ ଦ୍ୱାରା ତାଙ୍କର ସନ୍ତାନ-ସନ୍ତତି ଭାବରେ ଗ୍ରହଣ କରାଯିବା’’ କିମ୍ୱା ‘’ଈଶ୍ୱରଙ୍କ ଆତ୍ମିକ ସନ୍ତାନ-ସନ୍ତତି ହେବା’’ ବୋଲି ଅନୁବାଦ କରାଯାଇପାରେ I
  • ‘’ପୁତ୍ର ସନ୍ତାନଗଣର ଗ୍ରହଣ ହେବା ନିମନ୍ତେ ଅପେକ୍ଷା କର’’ ବକ୍ୟାଂଶକୁ ‘’ଈଶ୍ୱରଙ୍କ ସନ୍ତାନ-ସନ୍ତତି ହେବା ନିମନ୍ତେ ଅପେକ୍ଷା କରିବା’’ କିମ୍ୱା ‘’ଈଶ୍ୱର ଆପଣା ସନ୍ତାନ-ସନ୍ତତି ଭାବେ ଗ୍ରହଣ କରିବା ପର୍ଯ୍ୟନ୍ତ ଅପେକ୍ଷାରେ ରହିବା’’ ବୋଲି ଅନୁବାଦ କରାଯାଇପାରେ I
  • ‘’ସେମାନଙ୍କୁ ଗ୍ରହଣ କର ବାକ୍ୟାଂଶକୁ ‘’ଆପଣା ସନ୍ତାନ-ସନ୍ତତି ଭାବେ ସେମାନଙ୍କୁ ଗ୍ରହଣ କରିବା’’ କିମ୍ୱା ‘’ସେମାନଙ୍କୁ ଆପଣା ଆତ୍ମିକ ସନ୍ତାନ କରିବା’’ ବୋଲି ଅନୁବାଦ କରାଯାଇପାରେ I

( ଉତ୍ତରାଧିକାରୀ, ଉତ୍ତରାଧିକାରୀ, ଆତ୍ମା ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strongs: G52060