8 lines
927 B
Markdown
8 lines
927 B
Markdown
# ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କ'ଣ କରିଲେ ଓ କାହିଁକି ?
|
||
|
||
ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କେବଳ ତାହାଙ୍କ ଲୁଗା ଛୁଇଁଲେ ସେ ସୁସ୍ଥ ହେବ ବୋଲି ସେ ମନେ ମନେ ଭାବି, ପଛପଟୁ ଯୀଶୁଙ୍କ ଲୁଗାର ଝୁମ୍ପା ଛୁଇଁଲା [୯:୨୦-୨୧]।
|
||
|
||
# ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ କ'ଣ ସୁସ୍ଥ କଲା ବୋଲି ଯୀଶୁ କହିଲେ ?
|
||
|
||
ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ ଯେ ସେ ତାହାରି ବିଶ୍ଵାସ ଦ୍ୱାରା ସୁସ୍ଥ ହୋଇଅଛି ବୋଲି ଯୀଶୁ କହିଲେ [୯:୨୨]।
|