or_tq/mat/09/20.md

927 B
Raw Permalink Blame History

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କ'ଣ କରିଲେ ଓ କାହିଁକି ?

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କେବଳ ତାହାଙ୍କ ଲୁଗା ଛୁଇଁଲେ ସେ ସୁସ୍ଥ ହେବ ବୋଲି ସେ ମନେ ମନେ ଭାବି, ପଛପଟୁ ଯୀଶୁଙ୍କ ଲୁଗାର ଝୁମ୍ପା ଛୁଇଁଲା [୯:-୨୧]।

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ କ'ଣ ସୁସ୍ଥ କଲା ବୋଲି ଯୀଶୁ କହିଲେ ?

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ ଯେ ସେ ତାହାରି ବିଶ୍ଵାସ ଦ୍ୱାରା ସୁସ୍ଥ ହୋଇଅଛି ବୋଲି ଯୀଶୁ କହିଲେ [୯:]।