or_tq/jhn/20/31.md

4 lines
524 B
Markdown

# ଚିହ୍ନଗୁଡ଼ିକ କାହିଁକି ବହିରେ ଲେଖାଯାଇଥିଲା?
ସେଗୁଡ଼ିକ ଲେଖା ହୋଇଛି ଯେପରି ତୁମ୍ଭେମାନେ ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ ।