or_tq/jhn/20/31.md

524 B

ଚିହ୍ନଗୁଡ଼ିକ କାହିଁକି ବହିରେ ଲେଖାଯାଇଥିଲା?

ସେଗୁଡ଼ିକ ଲେଖା ହୋଇଛି ଯେପରି ତୁମ୍ଭେମାନେ ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ ।