or_tq/jhn/15/27.md

8 lines
584 B
Markdown

# ଯୀଶୁଙ୍କ ବିଷୟରେ କିଏ ସାକ୍ଷ୍ୟ ଦେବ?
ସାହାଯ୍ୟକାରୀ, ଅର୍ଥାତ୍ ସତ୍ୟର ଆତ୍ମା, ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବେ ।
# ଶିଷ୍ୟମାନେ ଯୀଶୁଙ୍କ ବିଷୟରେ କାହିଁକି ସାକ୍ଷ୍ୟ ଦେବେ?
ସେମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବେ କାରଣ ସେମାନେ ଆରମ୍ଭରୁ ତାହାଙ୍କ ସହ ଥିଲେ ।