or_tq/jhn/15/27.md

584 B

ଯୀଶୁଙ୍କ ବିଷୟରେ କିଏ ସାକ୍ଷ୍ୟ ଦେବ?

ସାହାଯ୍ୟକାରୀ, ଅର୍ଥାତ୍ ସତ୍ୟର ଆତ୍ମା, ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବେ ।

ଶିଷ୍ୟମାନେ ଯୀଶୁଙ୍କ ବିଷୟରେ କାହିଁକି ସାକ୍ଷ୍ୟ ଦେବେ?

ସେମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବେ କାରଣ ସେମାନେ ଆରମ୍ଭରୁ ତାହାଙ୍କ ସହ ଥିଲେ ।