8 lines
732 B
Markdown
8 lines
732 B
Markdown
# ଯୋହନଙ୍କୁ କ'ଣ ମାପିବା ନିମନ୍ତେ କୁହାଯାଇଥିଲା ?
|
||
|
||
ଈଶ୍ଵରଙ୍କ ମନ୍ଦିର, ଦେବୀ ଓ ଯେଉଁମାନେ ସେଥିରେ ଉପାସନା କରନ୍ତି ସେମାନଙ୍କୁ ମାପିବା ନିମନ୍ତେ ଯୋହନଙ୍କୁ କୁହାଗଲା [୧୧:୧]।
|
||
|
||
# ପବିତ୍ର ନଗରୀକୁ ବିଜାତିମାନେ କେତେ ସମୟ ପର୍ଯ୍ୟନ୍ତ ପଦ ତଳେ ଦଳିତ କରିବେ ?
|
||
|
||
ବିଜାତିମାନେ ବୟାଳିଶ ମାସ ଯାଏ ପୁଣ୍ୟ ନଗରୀକୁ ପଦ ତଳେ ଦଳିତ କରିବେ [୧୧:୨]।
|