or_tq/rev/11/01.md

732 B
Raw Permalink Blame History

ଯୋହନଙ୍କୁ କ'ଣ ମାପିବା ନିମନ୍ତେ କୁହାଯାଇଥିଲା ?

ଈଶ୍ଵରଙ୍କ ମନ୍ଦିର, ଦେବୀ ଓ ଯେଉଁମାନେ ସେଥିରେ ଉପାସନା କରନ୍ତି ସେମାନଙ୍କୁ ମାପିବା ନିମନ୍ତେ ଯୋହନଙ୍କୁ କୁହାଗଲା [୧୧:୧]।

ପବିତ୍ର ନଗରୀକୁ ବିଜାତିମାନେ କେତେ ସମୟ ପର୍ଯ୍ୟନ୍ତ ପଦ ତଳେ ଦଳିତ କରିବେ ?

ବିଜାତିମାନେ ବୟାଳିଶ ମାସ ଯାଏ ପୁଣ୍ୟ ନଗରୀକୁ ପଦ ତଳେ ଦଳିତ କରିବେ [୧୧:]।