8 lines
746 B
Markdown
8 lines
746 B
Markdown
# ମରୀୟମ କ'ଣ ଦେଖିଲେ ଯେତେବେଳେ ସେ ରୋଦନ କଲେ ଏବଂ କବର ମଧ୍ୟକୁ ଦେଖିଲେ ?
|
||
|
||
ସେ ଶୁକ୍ଲ ବସ୍ତ୍ର ପିନ୍ଧିଥିବା ଦୁଇଜଣ ଦୂତମାନଙ୍କୁ, ମୁଣ୍ଡ ପାଖରେ ଜଣେ, ଏବଂ ପାଦ ପାଖରେ ଜଣେ ଥିଲେ, ଯେଉଁଠାରେ ଯୀଶୁଙ୍କ ଶରୀର ରଖାଯାଇଥିଲା । [୨୦:୧୨]
|
||
|
||
# ଦୂତମାନେ ମରୀୟମଙ୍କୁ କ'ଣ କହିଲେ ?
|
||
|
||
ସେମାନେ ତାହାଙ୍କୁ କହିଲେ, "ସ୍ତ୍ରୀ, କାହିଁକି ତୁମେ ରୋଦନ କରୁଅଛ ?" [୨୦:୧୩]
|