or_tq/jhn/20/11.md

746 B
Raw Permalink Blame History

ମରୀୟମ କ'ଣ ଦେଖିଲେ ଯେତେବେଳେ ସେ ରୋଦନ କଲେ ଏବଂ କବର ମଧ୍ୟକୁ ଦେଖିଲେ ?

ସେ ଶୁକ୍ଲ ବସ୍ତ୍ର ପିନ୍ଧିଥିବା ଦୁଇଜଣ ଦୂତମାନଙ୍କୁ, ମୁଣ୍ଡ ପାଖରେ ଜଣେ, ଏବଂ ପାଦ ପାଖରେ ଜଣେ ଥିଲେ, ଯେଉଁଠାରେ ଯୀଶୁଙ୍କ ଶରୀର ରଖାଯାଇଥିଲା । [:୧୨]

ଦୂତମାନେ ମରୀୟମଙ୍କୁ କ'ଣ କହିଲେ ?

ସେମାନେ ତାହାଙ୍କୁ କହିଲେ, "ସ୍ତ୍ରୀ, କାହିଁକି ତୁମେ ରୋଦନ କରୁଅଛ ?" [:୧୩]