or_tn/or_tn_55-1TI.tsv

316 KiB
Raw Permalink Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
21TIfrontintrowy830
31TI1introa4v20

ତୀମଥି 01 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ପାଉଲ 1-2 ପଦରେ ଔପଚାରିକଭାବରେ ପତ୍ରର ପରିଚୟ ପ୍ରଦାନ କରନ୍ତି I ପ୍ରାଚୀନ ମଧ୍ୟପୂର୍ବର ଲେଖକମାନେ ପ୍ରାୟତଃ ଏହି ଶୈଳୀରେ ପତ୍ରର ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ଆତ୍ମିକ ସନ୍ତାନ

ଏହି ଅଧ୍ୟାୟରେ, ପାଉଲ ତୀମଥିଙ୍କୁ ଜଣେ “ପୁତ୍ର” ଓ ଆପଣା “ସନ୍ତାନ” ବୋଲି ଉଲ୍ଲେଖ କରନ୍ତି I ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଏବଂ ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ତାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାକୁ ହୁଏତ କଢାଇ ନେଇଥିବେ, ତେଣୁ, ପାଉଲ ତୀମଥିଙ୍କୁ “ବିଶ୍ଵାସରେ ପୁତ୍ର” ତାଙ୍କର ପୁତ୍ର ବୋଲି ଉଲ୍ଲେଖ କରିଥିଲେ I [[rc://or/tw/dict/bible/kt/disciple]], [[rc://or/tw/dict/bible/kt/faith]] ଓ [[rc://or/tw/dict/bible/kt/spirit]] ଓ [[rc://or/ta/man/translate/figs-metaphor]]

ଉପମା

ଯେଉଁମାନେ ସେମାନଙ୍କର ବିଶ୍ୱାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି ସେମାନେ “ଲକ୍ଷ୍ୟ ହରାଇଛନ୍ତି” ଯେପରି ସେମାନେ ଭୁଲ୍ ମାର୍ଗରେ “ବନ୍ଦ ହୋଇଯାଇଛନ୍ତି” ଏବଂ ସତେ ଯେପରି ସେମାନେ “ଧ୍ୱଂସପ୍ରାପ୍ତ ହୋଇଛନ୍ତି” ବୋଲି ଏହି ଅଧ୍ୟାୟରେ ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି I ଯୀଶୁଙ୍କୁ ଅନୁସରଣ କରିବା “ ଏକ ଉତ୍ତମ ସଂଘର୍ଷ କରିବା” ବୋଲି  ସେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି I

41TI11u1g9figs-inclusive0General Information:
51TI11i3zzΠαῦλος1Paul, an apostle
61TI11xl6dκατ’ ἐπιταγὴν Θεοῦ1according to the commandment of
71TI11wb8jΘεοῦ Σωτῆρος ἡμῶν1God our Savior
81TI11sw77figs-metonymyΚυρίου Ἰησοῦ Χριστοῦ τῆς ἐλπίδος ἡμῶν1Christ Jesus our hope
91TI12pyi6figs-metaphorγνησίῳ τέκνῳ1true son in the faith
101TI12rd5vχάρις, ἔλεος, εἰρήνη1Grace, mercy, and peace
111TI12p4lzguidelines-sonofgodprinciplesΘεοῦ Πατρὸς1God the Father
121TI12zx37Χριστοῦ Ἰησοῦ τοῦ Κυρίου ἡμῶν1Christ Jesus our Lord
131TI13k35afigs-yousingularσε1General Information:

ଏହି ପତ୍ରରେ, ଗୋଟିଏ ବ୍ୟତିକ୍ରମ ସହିତ, ଶବ୍ଦଗୁଡ଼ିକ ତୁମକୁ**,** ତୁମର ଏବଂ ତୁମେନିଜେ ତୀମଥିଙ୍କୁ ସୂଚିତ କରେ ଏବଂ ସେଥିପାଇଁ ସେଗୁଡ଼ିକ ଏକବଚନ ଅଟେ I 6:21 ରେ ଏକ ବ୍ୟତିକ୍ରମ ବିଷୟରେ ଟିପ୍ପଣୀରେ ଉଲ୍ଲେଖ ଅଛି I [[rc://or/ta/man/translate/figs-you]])ଦେଖନ୍ତୁ)

141TI13k4tmκαθὼς παρεκάλεσά σε1Connecting Statement:

ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମକୁ କହିଥିଲି”

151TI13l4br1As I urged you
161TI13amp4προσμεῖναι ἐν Ἐφέσῳ1remain in Ephesus

ଏଫିସ ନଗରରେ ମୋତେ ଅପେକ୍ଷା କର।

171TI13v4g2figs-explicitἑτεροδιδασκαλεῖν1a different doctrine
181TI13t112translate-namesἘφέσῳ1Ephesus

ଏହା ଏକ ସହରର ନାମ ଅଟେ ।[[rc://or/ta/man/translate/translate-names]] ଦେଖନ୍ତୁ

191TI13t113τισὶν1certain ones
201TI14ecf5figs-ellipsis1Neither should they pay attention
211TI14pw2hμύθοις1to stories
221TI14qpv9figs-hyperboleγενεαλογίαις ἀπεράντοις1endless genealogies
231TI14ft33γενεαλογίαις1genealogies
241TI14qb9lαἵτινες ἐκζητήσεις παρέχουσι1These cause arguments
251TI14eu9ffigs-abstractnounsοἰκονομίαν Θεοῦ1rather than helping the plan of God, which is by faith
261TI14p2srfigs-abstractnounsτὴν ἐν πίστει1which is by faith
271TI15myi5δὲ1Now

ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥିଙ୍କୁ ସେ ଯେଉଁ ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ତାହା ବୁଝିବାରେ ସାହାଯ୍ୟ କରିବ I ଆପଣ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଆପଣଙ୍କର ଭାଷାରେ ଅନୁବାଦ କରିପାରିବେ ଯାହା ପୃଷ୍ଠଭୂମି ସୂଚନା ଉପସ୍ଥାପନ କରେ I

281TI15l7unπαραγγελίας1the commandment

ପାଉଲ ତୀମଥିଙ୍କୁ  1:3 ଏବଂ 1:4 ରେ ଦେଇଥିବା ନିର୍ଦ୍ଦେଶକୁ ସୂଚିତ କରେ I

291TI15i9rsfigs-explicitἐστὶν ἀγάπη1is love
301TI15mbe6figs-metonymyἐκ καθαρᾶς καρδίας1from a pure heart
311TI15ar8tσυνειδήσεως ἀγαθῆς1good conscience
321TI15m53gπίστεως ἀνυποκρίτου1sincere faith
331TI15iwnkgrammar-connect-logic-goalτὸ δὲ τέλος τῆς παραγγελίας ἐστὶν1Now the goal of this command is
341TI15t123figs-metaphorἐκ καθαρᾶς καρδίας1from a pure heart
351TI15zziufigs-abstractnounsπίστεως ἀνυποκρίτου1a sincere faith
361TI16j4z3figs-metaphorτινες ἀστοχήσαντες1Some people have missed the mark
371TI16se38figs-metaphorἐξετράπησαν εἰς1have turned away from these things
381TI17v28ufigs-explicitνομοδιδάσκαλοι1teachers of the law

ଏଠାରେ, ବ୍ୟବସ୍ଥା ବିଶେଷ ଭାବରେ ମୋଶାଙ୍କ ବ୍ୟବସ୍ଥାକୁ ସୂଚିତ କରେ I ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ UST ପରି ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ I [[rc://or/ta/man/translate/figs-explicit]] ଦେଖନ୍ତୁ

391TI17kz8xgrammar-connect-logic-contrastμὴ νοοῦντες1but they do not understand
401TI17j2hc1what they so confidently affirm
411TI17t131figs-doublenegativesμὴ…μήτε…μήτε1not … either … or
421TI17t132figs-parallelismἃ λέγουσιν, μήτε περὶ τίνων διαβεβαιοῦνται1what they are saying or about which they make confident affirmations
431TI18d6dzοἴδαμεν δὲ ὅτι καλὸς ὁ νόμος1we know that the law is good
441TI18r86gἐάν τις αὐτῷ νομίμως χρῆται1if one uses it lawfully
451TI18t134figs-exclusiveοἴδαμεν1we know

ଏହି ପତ୍ରରେ, ପାଉଲ ତୀମଥି ଏବଂ ନିଜକୁ କିମ୍ବା ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ଆମେ**,** ଆମକୁ ଏବଂ ଆମର ଶବ୍ଦ ବ୍ୟବହାର କରନ୍ତି । ତେଣୁ ସାଧାରଣତଃ, ଏହି ଶବ୍ଦଗୁଡ଼ିକ ପତ୍ରପ୍ରାପକକୁ ଅନ୍ତର୍ଭୁକ୍ତ କରେ । 4:10 ବିଷୟରେ ଟିପ୍ପଣୀ ଆଲୋଚନା କରିବ ।[[rc://or/ta/man/translate/figs-exclusive]])ଦେଖନ୍ତୁ)

461TI19xs94εἰδὼς τοῦτο1We know this
471TI19fq4ifigs-activepassiveδικαίῳ νόμος οὐ κεῖται1that law is not made for a righteous man
481TI19dl5lfigs-nominaladjδικαίῳ1a righteous man
491TI19ci94figs-activepassive1It is made
501TI19t139figs-nominaladjἀνόμοις δὲ καὶ ἀνυποτάκτοις, ἀσεβέσι καὶ ἁμαρτωλοῖς, ἀνοσίοις καὶ βεβήλοις1the lawless and the rebellious, the ungodly and the sinful, the godless and the profane
511TI19t141πατρολῴαις καὶ μητρολῴαις, ἀνδροφόνοις1father-killers and mother-killers, man-slayers
521TI19t142figs-gendernotationsἀνδροφόνοις1man-slayers
531TI110y5dxfigs-nominaladjπόρνοις1sexually immoral people
541TI110v1ghfigs-idiomἀρσενοκοίταις1homosexuals
551TI110bzw4figs-gendernotationsἀνδραποδισταῖς1those who kidnap people for slaves
561TI110gg42καὶ εἴ τι ἕτερον τῇ ὑγιαινούσῃ διδασκαλίᾳ ἀντίκειται1for whatever else is against faithful instruction
571TI110t147figs-metonymyτῇ ὑγιαινούσῃ διδασκαλίᾳ1healthy teaching
581TI111mg4tτὸ εὐαγγέλιον τῆς δόξης τοῦ μακαρίου Θεοῦ1the glorious gospel of the blessed God
591TI111a58dfigs-activepassiveὃ ἐπιστεύθην ἐγώ1with which I have been entrusted
601TI112pha50Connecting Statement:
611TI112uu6nπιστόν με ἡγήσατο1he considered me faithful
621TI112ff1nfigs-metaphorθέμενος εἰς διακονίαν1he placed me into service
631TI112t150χάριν ἔχω1I have gratitude to
641TI113q75pfigs-explicitὄντα βλάσφημον1I was a blasphemer
651TI113gbd4figs-explicitδιώκτην1a persecutor
661TI113k85cfigs-explicitὑβριστήν1violent man
671TI113rq2mgrammar-connect-logic-resultἠλεήθην, ὅτι ἀγνοῶν, ἐποίησα ἐν ἀπιστίᾳ1But I received mercy because I acted ignorantly in unbelief
681TI113nv6kfigs-activepassiveἠλεήθην1I received mercy
691TI114zp831But the grace
701TI114c1lgfigs-metaphorὑπερεπλεόνασεν…ἡ χάρις τοῦ Κυρίου ἡμῶν1the grace of our Lord overflowed
711TI114z5lvfigs-idiomμετὰ πίστεως καὶ ἀγάπης τῆς ἐν Χριστῷ Ἰησοῦ1with faith and love
721TI114d9m7figs-metaphor1that is in Christ Jesus
731TI114t158δὲ1Indeed
741TI115z48sπιστὸς ὁ λόγος1This message is reliable
751TI115rh2rκαὶ πάσης ἀποδοχῆς ἄξιος1worthy of all acceptance
761TI115t163figs-quotemarksΧριστὸς Ἰησοῦς ἦλθεν εἰς τὸν κόσμον ἁμαρτωλοὺς σῶσαι1Christ Jesus came into the world to save sinners
771TI115t164ὧν πρῶτός εἰμι ἐγώ1of whom I am the first
781TI116z5kgfigs-activepassiveἠλεήθην1I was given mercy
791TI116epe2ἵνα ἐν ἐμοὶ πρώτῳ1so that in me, the foremost
801TI117k9scδὲ1Now ... Amen
811TI117g4jq1the king of the ages
821TI117ts5zfigs-abstractnounsτιμὴ καὶ δόξα1Now to the king of the ages, the immortal, invisible, the only God, be honor and glory forever and ever
831TI118ijn8figs-metaphorταύτην τὴν παραγγελίαν παρατίθεμαί σοι1I am placing this command before you
841TI118b6uqfigs-metaphorτέκνον1my child
851TI118y6jgκατὰ τὰς προαγούσας ἐπὶ σὲ προφητείας1in accordance with the prophecies previously made about you
861TI118w2exfigs-metaphorστρατεύῃ…τὴν καλὴν στρατείαν1fight the good fight
871TI119ly6qfigs-abstractnounsἀγαθὴν συνείδησιν1a good conscience
881TI119h2wkfigs-metaphorτινες…περὶ τὴν πίστιν ἐναυάγησαν1some have shipwrecked their faith
891TI119jj6kfigs-abstractnounsἔχων πίστιν1holding faith
901TI119dyr6figs-abstractnounsπερὶ τὴν πίστιν1regarding the faith

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ତେବେ ଆପଣ ଗୁଣ ବାଚକ ବିଶେଷ୍ୟ ବିଶ୍ୱାସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ଏଠାରେ, ବିଶ୍ଵାସ ସୂଚାଇପାରେ: (1) ଯୀଶୁ (କିମ୍ବା ଈଶ୍ଵରଙ୍କ) ସହିତ ସମ୍ପର୍କ କିମ୍ବା (2) ଯୀଶୁଙ୍କ ବିଷୟରେ ଶିକ୍ଷା । ବିକଳ୍ପ ଅନୁବାଦ:“ଯୀଶୁଙ୍କ ସହିତ ସେମାନଙ୍କର ସମ୍ପର୍କ” କିମ୍ବା  “ଯୀଶୁଙ୍କ ବିଷୟରେ ବାର୍ତ୍ତା” । [[rc://or/ta/man/translate/figs-abstractnouns]])ଦେଖନ୍ତୁ)

911TI120pv7ftranslate-namesὙμέναιος…Ἀλέξανδρος1Hymenaeus ... Alexander

ଏଗୁଡ଼ିକ ଦୁଇ ବ୍ୟକ୍ତିଙ୍କର ନାମ ଅଟେ । [[rc://or/ta/man/translate/translate-names]] ଦେଖନ୍ତୁ

921TI120ty7nfigs-metaphorοὓς παρέδωκα τῷ Σατανᾷ1whom I gave over to Satan
931TI120s76cfigs-activepassiveἵνα παιδευθῶσι1they may be taught
941TI120az10figs-explicitοὓς παρέδωκα τῷ Σατανᾷ1
951TI2introc6rf0

1 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

961TI21z2xx0Connecting Statement:
971TI21yk2zfigs-idiomπρῶτον πάντων1first of all
981TI21ql7afigs-activepassiveποιεῖσθαι δεήσεις, προσευχάς, ἐντεύξεις, εὐχαριστίας1I urge that requests, prayers, intercessions, and thanksgivings be made
991TI21iag7παρακαλῶ1I urge

ବିକଳ୍ପ ଅନୁବାଦ: ମୁଁ ନିବେଦନ  କିମ୍ବା “ମୁଁ ଅନୁରୋଧ କରୁଛି”

1001TI21t183figs-gendernotationsἀνθρώπων1men
1011TI22g4vafigs-doubletἤρεμον καὶ ἡσύχιον βίον1a peaceful and quiet life
1021TI22pb58figs-abstractnounsἐν πάσῃ εὐσεβείᾳ καὶ σεμνότητι1in all godliness and dignity
1031TI23t186figs-doubletκαλὸν καὶ ἀπόδεκτον ἐνώπιον…Θεοῦ1good and acceptable before God
1041TI24i3zefigs-activepassiveὃς πάντας ἀνθρώπους θέλει σωθῆναι1He desires all people to be saved and to come to the knowledge of the truth
1051TI24n26mfigs-metaphorεἰς ἐπίγνωσιν ἀληθείας ἐλθεῖν1to come to the knowledge of the truth
1061TI24t188figs-gendernotationsπάντας ἀνθρώπους1all men
1071TI25t666translate-unknownεἷς καὶ μεσίτης Θεοῦ καὶ ἀνθρώπων1one mediator for God and man
1081TI25t191figs-gendernotationsἀνθρώπων1of men
1091TI25t192figs-gendernotationsἄνθρωπος Χριστὸς Ἰησοῦς1the man Christ Jesus
1101TI26u8r1δοὺς ἑαυτὸν1gave himself
1111TI26vz12ἀντίλυτρον ὑπὲρ πάντων1as a ransom
1121TI26fm1cfigs-explicitτὸ μαρτύριον1as the testimony at the right time
1131TI26fq7rfigs-idiomκαιροῖς ἰδίοις1at the right time
1141TI27qxv9εἰς ὃ1For this purpose
1151TI27iz4yfigs-activepassiveἐτέθην ἐγὼ κῆρυξ καὶ ἀπόστολος1I myself, was made a herald and an apostle
1161TI27h18qδιδάσκαλος ἐθνῶν ἐν πίστει καὶ ἀληθείᾳ1I am a teacher of the Gentiles in faith and truth
1171TI27cbn6translate-unknownκῆρυξ1a herald
1181TI27qa8dfigs-metaphorκῆρυξ1a herald
1191TI27hb97ἐν Χριστῷ1

ଖ୍ରୀଷ୍ଟଙ୍କ ଅନୁଗାମୀ ଭାବରେ

1201TI27yllfἀλήθειαν λέγω…οὐ ψεύδομαι1I am speaking the truth in Christ, I am not lying
1211TI27t201figs-hendiadysδιδάσκαλος ἐθνῶν ἐν πίστει καὶ ἀληθείᾳ1a teacher of the nations in faith and truth
1221TI27t202ἐθνῶν1the nations
1231TI28r6wx0Connecting Statement:
1241TI28yzg3figs-synecdocheπροσεύχεσθαι…ἐπαίροντας ὁσίους χεῖρας1I want men in every place to pray and to lift up holy hands
1251TI28a841figs-gendernotationsτοὺς ἄνδρας ἐν παντὶ τόπῳ1men in every place
1261TI28unw6translate-symactionἐπαίροντας ὁσίους χεῖρας1lift up holy hands
1271TI28t206figs-hendiadysχωρὶς ὀργῆς καὶ διαλογισμοῦ1without anger and argument
1281TI29au5cfigs-doublet1with modesty and self-control
1291TI29sw21translate-unknownμὴ ἐν πλέγμασιν1They should not have braided hair
1301TI29rf5vtranslate-unknownμαργαρίταις1pearls
1311TI29t207figs-ellipsisὡσαύτως1likewise
1321TI29t210figs-synecdocheμὴ ἐν πλέγμασιν1not in braids
1331TI210g35mἐπαγγελλομέναις θεοσέβειαν, δι’ ἔργων ἀγαθῶν1who profess godliness through good works
1341TI211gb7afigs-idiomἐν ἡσυχίᾳ1in silence
1351TI211c7shἐν πάσῃ ὑποταγῇ1and with all submission
1361TI212e2hg1I do not permit a woman
1371TI212t216εἶναι ἐν ἡσυχίᾳ1to be in quietness
1381TI213iv31figs-activepassiveἈδὰμ…πρῶτος ἐπλάσθη1Adam was formed first
1391TI213v7v6figs-ellipsisεἶτα Εὕα1then Eve
1401TI214wq5kfigs-activepassiveἈδὰμ οὐκ ἠπατήθη1Adam was not deceived
1411TI214n6tdfigs-activepassiveἡ δὲ γυνὴ ἐξαπατηθεῖσα, ἐν παραβάσει γέγονεν1but the woman was deceived and became a transgressor
1421TI214t221figs-abstractnounsἐν παραβάσει γέγονεν1came into transgression
1431TI215u8ivσωθήσεται…διὰ τῆς τεκνογονίας1she will be saved through bearing children
1441TI215n818figs-activepassiveσωθήσεται1she will be saved
1451TI215gh3cἐὰν μείνωσιν1if they continue
1461TI215sl57figs-abstractnounsἐν πίστει, καὶ ἀγάπῃ, καὶ ἁγιασμῷ1in faith and love and sanctification
1471TI215dcf3figs-idiomμετὰ σωφροσύνης1with soundness of mind

ଏହି ଅଭିବ୍ୟକ୍ତିର ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) “ଉତ୍ତମ ବିଚାରରେ”, (2) “ଭଦ୍ରତାରେ” କିମ୍ବା (3) “ସ୍ୱଚ୍ଛ ଚିନ୍ତାଧାରାରେ” [[rc://or/ta/man/translate/figs-idiom]])ଦେଖନ୍ତୁ)

1481TI215zr4bfigs-abstractnouns1soundness of mind
1491TI215krx4grammar-connect-logic-contrastδὲ1

ଆପଣଙ୍କ ଭାଷାରେ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ଯେଉଁଥିରେ ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅର୍ଥକୁ ପ୍ରକାଶ କରେ ।[[rc://or/ta/man/translate/grammar-connect-logic-contrast]] ଦେଖନ୍ତୁ

1501TI215t222σωθήσεται1she will be saved
1511TI215i0apfigs-synecdocheδιὰ τῆς τεκνογονίας1
1521TI3introd9db0
1531TI31rwi80Connecting Statement:
1541TI31f133καλοῦ ἔργου1a good work
1551TI31t228figs-quotemarksπιστὸς ὁ λόγος1This word is trustworthy

ପାଉଲ ଏହି ବାକ୍ୟାଂଶକୁ ଏକ ସିଧାସଳଖ ଉଦ୍ଧୃତି ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ବାକି ଶବ୍ଦରେ ଉଦ୍ଧୃତି ଚିନ୍ହ କିମ୍ବା ଅନ୍ୟ କିଛି ବିରାମଚିହ୍ନ ଚିହ୍ନ କିମ୍ବା ସମ୍ମିଳନୀ ସହିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହାକୁ ସୂଚାଇପାରିବେ ଯାହା ଆପଣଙ୍କ ଭାଷା ଏକ ଉଦ୍ଧୃତି ସୂଚାଇବା ପାଇଁ ବ୍ୟବହାର କରେ ।[[rc://or/ta/man/translate/figs-quotemarks]] ଦେଖନ୍ତୁ

1561TI31t227πιστὸς ὁ λόγος1This word is trustworthy
1571TI31t229translate-unknownἐπισκοπῆς1overseer
1581TI32dff6μιᾶς γυναικὸς ἄνδρα1husband of one wife
1591TI32qnq9δεῖ…εἶναι…νηφάλιον, σώφρονα, κόσμιον, φιλόξενον1He must be moderate, sensible, orderly, and hospitable
1601TI33c2c7μὴ πάροινον, μὴ πλήκτην, ἀλλὰ ἐπιεικῆ, ἄμαχον1He must not be addicted to wine, not a brawler, but instead, gentle, peaceful
1611TI33pc2gfigs-metaphorἀφιλάργυρον1a lover of money
1621TI34a8guπροϊστάμενον1He should manage
1631TI34w3unἐν ὑποταγῇ, μετὰ πάσης σεμνότητος1with all respect
1641TI34m8a51all respect
1651TI35n8zi1For if a man does not know how to manage
1661TI35n5ltfigs-rquestionεἰ δέ τις τοῦ ἰδίου οἴκου προστῆναι οὐκ οἶδεν, πῶς ἐκκλησίας Θεοῦ ἐπιμελήσεται?1how will he care for a church of God?
1671TI35c814figs-metonymyἐκκλησίας Θεοῦ1a church of God
1681TI36q7huμὴ νεόφυτον1He should not be a new convert
1691TI36v6f5figs-metaphorἵνα μὴ…εἰς κρίμα ἐμπέσῃ τοῦ διαβόλου1fall into condemnation as the devil
1701TI36t240figs-explicitτυφωθεὶς1puffed up
1711TI36t241figs-metaphorτυφωθεὶς1puffed up
1721TI37si1dfigs-metaphorτῶν ἔξωθεν1those outside
1731TI37qsa6figs-metaphorμὴ εἰς ὀνειδισμὸν ἐμπέσῃ1he does not fall into disgrace and the trap of the devil
1741TI37t245figs-metaphorπαγίδα τοῦ διαβόλου1the trap of the devil
1751TI38z1gd0Connecting Statement:
1761TI38nz2wδιακόνους ὡσαύτως1Deacons, likewise
1771TI38sxq4figs-metaphorμὴ διλόγους1should be dignified, not double-talkers
1781TI38g5qifigs-doublenegativesμὴ διλόγους1
1791TI39c44afigs-metaphorἔχοντας1They should keep the revealed truth of the faith
1801TI39jda1figs-abstractnounsτὸ μυστήριον1the revealed truth
1811TI39y91ffigs-metaphorἐν καθαρᾷ συνειδήσει1faith with a clean conscience
1821TI39rfv7figs-abstractnounsτὸ μυστήριον τῆς πίστεως1the mystery of the faith
1831TI310hl1pfigs-activepassiveοὗτοι…δοκιμαζέσθωσαν πρῶτον1They should also be approved first
1841TI310m5ar1be approved
1851TI311xyc9γυναῖκας1Women in the same way

ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) ବିକଳ୍ପ ଅନୁବାଦ: “ଦିକନଙ୍କ’ ପତ୍ନୀ” (2) ବିକଳ୍ପ ଅନୁବାଦ: “ମହିଳା ଦିକନ” ।

1861TI311q5qxσεμνάς1be dignified
1871TI311a12kμὴ διαβόλους1They should not be slanderers
1881TI311akm5νηφαλίους1be moderate and
1891TI312wji2μιᾶς γυναικὸς ἄνδρες1husbands of one wife
1901TI312dv31τέκνων καλῶς προϊστάμενοι καὶ τῶν ἰδίων οἴκων1manage well their children and household
1911TI313rfq2grammar-connect-logic-resultγὰρ1For those
1921TI313s9si1acquire for themselves
1931TI313cv34βαθμὸν…καλὸν1a good standing

ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହେଇପାରେ । ବିକଳ୍ପ ଅନୁବାଦ: (1) “ଏକ ସମ୍ମାନଜନକ ପଦ” କିମ୍ବା (2) “ଏକ ଉତ୍ତମ ପ୍ରତିଷ୍ଠା” ।

1941TI313m684καὶ πολλὴν παρρησίαν ἐν πίστει τῇ ἐν Χριστῷ Ἰησοῦ1great confidence in the faith that is in Christ Jesus
1951TI313t259οἱ…καλῶς διακονήσαντες1those having served well
1961TI314s4p20Connecting Statement:
1971TI314t262figs-idiomἐν τάχει1in quickness
1981TI314zzzufigs-goἐλθεῖν1to come
1991TI315z9z8ἐὰν δὲ βραδύνω1But if I delay
2001TI315p9u4ἵνα εἰδῇς πῶς δεῖ ἐν οἴκῳ Θεοῦ ἀναστρέφεσθαι1so that you may know how to behave in the household of God
2011TI315wzk3figs-distinguishοἴκῳ Θεοῦ…ἥτις ἐστὶν ἐκκλησία Θεοῦ ζῶντος1household of God, which is the church of the living God
2021TI315cd5rfigs-metaphorστῦλος καὶ ἑδραίωμα τῆς ἀληθείας1which is the church of the living God, the pillar and support of the truth
2031TI315sg64figs-idiomΘεοῦ ζῶντος1the living God
2041TI315t267figs-doubletστῦλος καὶ ἑδραίωμα1a pillar and support
2051TI316ak8w1We all agree
2061TI316w473μέγα ἐστὶν τὸ τῆς εὐσεβείας μυστήριον1that the mystery of godliness is great
2071TI316y8spwriting-poetryὃς ἐφανερώθη ἐν σαρκί, ἐδικαιώθη ἐν Πνεύματι, ὤφθη ἀγγέλοις, ἐκηρύχθη ἐν ἔθνεσιν, ἐπιστεύθη ἐν κόσμῳ, ἀνελήμφθη ἐν δόξῃ1He appeared ... up in glory

ବୋଧହୁଏ ଏହା ଏକ ଗୀତ ବା କବିତା ଯାହା ପାଉଲ ଉଦ୍ଧୃତ କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ଏହା ଏକ କବିତା ବୋଲି  ସୂଚାଇବାକୁ ଏକ ଉପାୟ ଅଛି ଯେପରିକି ଏକ କର୍ମଧାରାରେ ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । [[rc://or/ta/man/translate/writing-poetry]] ଦେଖନ୍ତୁ

2081TI316m4xifigs-activepassiveὃς ἐφανερώθη ἐν σαρκί1He appeared
2091TI316rqp6figs-metonymyἐν σαρκί1in the flesh
2101TI316gm36figs-activepassiveἐδικαιώθη ἐν Πνεύματι1was vindicated by the Spirit
2111TI316fn1kfigs-activepassiveὤφθη ἀγγέλοις1was seen by angels
2121TI316c3wxfigs-activepassiveἐκηρύχθη ἐν ἔθνεσιν1was proclaimed among nations
2131TI316h9mbfigs-activepassiveἐπιστεύθη ἐν κόσμῳ1was believed on in the world
2141TI316jz11figs-activepassiveἀνελήμφθη ἐν δόξῃ1was taken up in glory
2151TI316mr3afigs-abstractnounsἀνελήμφθη ἐν δόξῃ1in glory
2161TI316t271figs-explicitμέγα ἐστὶν τὸ τῆς εὐσεβείας μυστήριον1great is the mystery of godliness
2171TI4introb39h0
2181TI41gyd80Connecting Statement:
2191TI41jzr9δὲ1Now

ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥି ଏବଂ ଏଫିସୀୟ ବିଶ୍ଵାସୀମାନଙ୍କୁ ତାଙ୍କ ପତ୍ରର ପରବର୍ତ୍ତୀ ଅଂଶ ବୁଝିବାରେ ସାହାଯ୍ୟ କରିବ । ତୀମଥିଙ୍କୁ ପ୍ରତିରୋଧ କରିବାକୁ ଥିବା ମିଥ୍ୟା ଶିକ୍ଷାଗୁଡ଼ିକ ସେଗୁଡ଼ିକ ଅଟେ ଯାହା ଆତ୍ମା ​​ପୂର୍ବରୂ ଭବିଷ୍ୟବାଣୀ କରିଛନ୍ତି । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ରହିଥାଏ ।

2201TI41b739figs-idiomἐν ὑστέροις καιροῖς1in later times
2211TI41b931figs-metaphorἀποστήσονταί τινες τῆς πίστεως1leave the faith
2221TI41q13mπροσέχοντες1and pay attention
2231TI41ae5wfigs-doubletπνεύμασι πλάνοις καὶ διδασκαλίαις δαιμονίων1deceitful spirits and the teachings of demons
2241TI41hw98figs-abstractnounsἀποστήσονταί τινες τῆς πίστεως1some will leave the faith
2251TI42pw29ἐν ὑποκρίσει ψευδολόγων1in lying hypocrisy
2261TI42u2f4figs-metaphorκεκαυστηριασμένων τὴν ἰδίαν συνείδησιν1Their own consciences will be branded
2271TI42t288figs-activepassiveκεκαυστηριασμένων τὴν ἰδίαν συνείδησιν1their own consciences having been seared
2281TI43k4db1They will
2291TI43wd2lfigs-explicitκωλυόντων γαμεῖν1forbid to marry

ଏହି ବାକ୍ୟାଂଶଗୁଡ଼ିକ ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ” [[rc://or/ta/man/translate/figs-explicit]] ଦେଖନ୍ତୁ

2301TI43m1d6figs-explicitἀπέχεσθαι βρωμάτων1to receive foods
2311TI43t289κωλυόντων γαμεῖν1forbidding to marry
2321TI43t291figs-ellipsisἀπέχεσθαι βρωμάτων1to abstain from foods
2331TI43t293figs-doubletτοῖς πιστοῖς καὶ ἐπεγνωκόσι τὴν ἀλήθειαν1the faithful and the ones knowing the truth
2341TI43t294figs-nominaladjτοῖς πιστοῖς1the faithful
2351TI43t295figs-nominaladjἐπεγνωκόσι τὴν ἀλήθειαν1the ones knowing the truth
2361TI44dv4sfigs-distinguishπᾶν κτίσμα Θεοῦ καλόν1everything created by God is good
2371TI44a15jfigs-activepassiveοὐδὲν ἀπόβλητον μετὰ εὐχαριστίας λαμβανόμενον1Nothing that we take with thanksgiving is to be rejected
2381TI44pppfgrammar-connect-logic-resultὅτι1For
2391TI45y2lcfigs-hendiadys1it is sanctified by the word of God and prayer
2401TI45m5mbfigs-activepassiveἁγιάζεται1it is sanctified
2411TI45fhd6figs-metonymyδιὰ λόγου Θεοῦ1word of God
2421TI45gwcsgrammar-connect-logic-resultγὰρ1

ଏହି ଶବ୍ଦ ପ୍ରକାଶ କରେ ଯେ ପାଉଲ ଯାହା କହିଛନ୍ତି ତାହାର ଶେଷ ଭାଗର କାରଣ ଉଲ୍ଲେଖ ଅଛି । ଅନ୍ୟ ଅର୍ଥରେ, ଏହାର କାରଣ “ଧନ୍ୟବାଦ ବିନା କୌଣସି ବିଷୟକୁ ଗ୍ରହଣ କରିବା ଉଚିତ୍ ନୁହେଁ।” ଏକ କାରଣ ଦେବାକୁ ଆପଣଙ୍କ ଭାଷାରେ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କାରଣ”[[rc://or/ta/man/translate/grammar-connect-logic-result]] ଦେଖାନ୍ତୁ

2431TI45t300figs-explicitκαὶ ἐντεύξεως1and prayer
2441TI46ks5xfigs-metaphorταῦτα ὑποτιθέμενος τοῖς ἀδελφοῖς1If you place these things before the brothers
2451TI46hfx3ταῦτα1these things

ଏହା 3:16 ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ସୂଚିତ କରେ ।

2461TI46h6qrfigs-gendernotationsτοῖς ἀδελφοῖς1the brothers
2471TI46f8vsfigs-metaphorἐντρεφόμενος τοῖς λόγοις τῆς πίστεως, καὶ τῆς καλῆς διδασκαλίας ᾗ παρηκολούθηκας1you are being nourished by the words of faith and by the good teaching that you have followed
2481TI46ny78figs-metonymyτοῖς λόγοις τῆς πίστεως, καὶ τῆς καλῆς διδασκαλίας1words of faith
2491TI46uyebfigs-metaphorτοῖς ἀδελφοῖς1the brothers
2501TI46t304figs-activepassiveἐντρεφόμενος τοῖς λόγοις τῆς πίστεως, καὶ τῆς καλῆς διδασκαλίας ᾗ παρηκολούθηκας1being nourished by the words of the faith and of the good teaching that you have followed
2511TI47th4iτοὺς…βεβήλους καὶ γραώδεις μύθους1worldly stories loved by old women
2521TI47elk7figs-idiomτοὺς…γραώδεις μύθους1loved by old women
2531TI47sea5figs-metaphorγύμναζε…σεαυτὸν πρὸς εὐσέβειαν1train yourself in godliness
2541TI48i6rhσωματικὴ γυμνασία1bodily training

ବିକଳ୍ପ ଅନୁବାଦ: ଶାରୀରିକ ବ୍ୟାୟାମ

2551TI48df19ἐπαγγελίαν ἔχουσα1holds promise for this life

ବିକଳ୍ପ ଅନୁବାଦ: ଏହି ଜୀବନପାଇଁ ଉପକାରୀ

2561TI48t311figs-quotemarksγὰρ1for

ଏହି ଶବ୍ଦକୁ ଅନୁସରଣ କରୁଥିବା ବିଷୟ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଅଟେ ଯାହା ପାଉଲ ଶିକ୍ଷାଦାନ ପାଇଁ ବ୍ୟବହାର କରନ୍ତି । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ବାକି ଶବ୍ଦରେ ଉଦ୍ଧୃତି ଚିହ୍ନ କିମ୍ବା ଅନ୍ୟ କିଛି ବିରାମଚିହ୍ନ, ଚିହ୍ନ କିମ୍ବା ସମ୍ମିଳନୀ ସହିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହାକୁ ସୂଚାଇ ପାରିବେ ଯାହା ଆପଣଙ୍କ ଭାଷା ଏକ ଉଦ୍ଧୃତି ଚିହ୍ନ ସୂଚାଇବା ପାଇଁ ବ୍ୟବହାର କରିପାରେ ।[[rc://or/ta/man/translate/figs-quotemarks]] ଦେଖାନ୍ତୁ

2571TI48t313πρὸς ὀλίγον ἐστὶν ὠφέλιμος1is valuable for a little
2581TI49hc1tκαὶ πάσης ἀποδοχῆς ἄξιος1worthy of full acceptance
2591TI49t315πιστὸς ὁ λόγος1That word is trustworthy
2601TI410l2ylgrammar-connect-logic-resultεἰς τοῦτο γὰρ1For it is for this
2611TI410c9dbfigs-doubletκοπιῶμεν καὶ ἀγωνιζόμεθα1struggle and work very hard
2621TI410qmj6figs-idiomΘεῷ ζῶντι1we have hope in the living God
2631TI410dsz3figs-ellipsis1but especially of believers
2641TI410t320figs-exclusiveκοπιῶμεν καὶ ἀγωνιζόμεθα1we toil and struggle

ଏହା ଏକ ସ୍ଥାନ ହୋଇପାରେ ଯେଉଁଠାରେ ଆମେ ପ୍ରାପ୍ତକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରେନାହିଁ । ଶାରୀରିକ ବ୍ୟାୟାମ ଅପେକ୍ଷା ଧାର୍ମିକତାକୁ ପ୍ରାଥମିକତା ଦେବା ପାଇଁ ପାଉଲ ତୀମଥିଙ୍କୁ କହନ୍ତି ଏବଂ ସେ ନିଜକୁ ଏବଂ ଅନ୍ୟ ସହକର୍ମୀମାନଙ୍କୁ ତୀମଥିଙ୍କ ପାଇଁ ଏକ ଉଦାହରଣ ଭାବରେ ସ୍ଥାପନ କରିବେ । ତେଣୁ ଯଦି ଆପଣଙ୍କର ଭାଷାର ଏହି ପାର୍ଥକ୍ୟ ଅଛି ତେବେ ଆପଣ ଏହି ବାକ୍ୟରେ ସ୍ୱତନ୍ତ୍ର ଗଠନ ବ୍ୟବହାର କରିପାରିବେ । ତଥାପି, ଆମେ ତୀମଥିଙ୍କୁ ପରବର୍ତ୍ତୀ ବାକ୍ୟରେ ଅନ୍ତର୍ଭୁକ୍ତ କରେ, ଯେହେତୁ ପାଉଲ ତୀମଥିଙ୍କୁ ତାଙ୍କ ସହ ଯୋଗଦେବାକୁ ଉତ୍ସାହିତ କରୁଛନ୍ତି ଏବଂ ତାଙ୍କ ସହକର୍ମୀମାନଙ୍କୁ ଈଶ୍ୱରଙ୍କୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରୁଛନ୍ତି, ଯେପରି ତାଙ୍କ ପରି ଜୀବନ୍ତ ଈଶ୍ଵରଙ୍କ ଉପରେ ଭରସା ଅଛି ।[[rc://or/ta/man/translate/figs-exclusive]] ଦେଖାନ୍ତୁ

2651TI410t322figs-gendernotationsἀνθρώπων1men
2661TI411lg9h1Proclaim and teach these things
2671TI412qi8lμηδείς σου τῆς νεότητος καταφρονείτω1Let no one despise your youth
2681TI412t325ἐν λόγῳ1in word
2691TI413kky7figs-abstractnounsπρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ1attend to the reading, to the exhortation, and to the teaching
2701TI413t326figs-explicitπρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ1to the reading, to the exhortation, to the teaching
2711TI414t22xfigs-metaphorμὴ ἀμέλει τοῦ ἐν σοὶ χαρίσματος1Do not neglect the gift that is in you
2721TI414hdd9figs-explicitμὴ ἀμέλει τοῦ ἐν σοὶ χαρίσματος1Do not neglect
2731TI414xp1kfigs-activepassiveὃ ἐδόθη σοι διὰ προφητείας1which was given to you through prophecy
2741TI414rr8ftranslate-symactionἐπιθέσεως τῶν χειρῶν τοῦ πρεσβυτερίου1laying on of the hands of the elders
2751TI414i1kafigs-doublenegativesμὴ ἀμέλει1
2761TI415m65mfigs-metaphorἐν τούτοις ἴσθι1Care for these things. Be in them
2771TI415j8zifigs-metaphor1so that your progress may be evident to all people
2781TI415sbcgfigs-explicitταῦτα1these things
2791TI415mercfigs-explicitσου ἡ προκοπὴ1your progress
2801TI416uq6cἔπεχε σεαυτῷ καὶ τῇ διδασκαλίᾳ1Give careful attention to yourself and to the teaching
2811TI416zxe7ἐπίμενε αὐτοῖς1Continue in these things
2821TI416u7ezκαὶ σεαυτὸν σώσεις καὶ τοὺς ἀκούοντάς σου1you will save yourself and those who listen to you
2831TI5introjx4e0
2841TI51wt5yfigs-you0General Information:

ପାଉଲ ତୀମଥି ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଆଦେଶ ଦେଉଥିଲେ । ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ” ର ଭିନ୍ନ ଗଠନ ଅଛି କିମ୍ବା ଆଦେଶ ପାଇଁ ବିଭିନ୍ନ ଗଠନ ଏଠାରେ ଏକବଚନ ଗଠନ ବ୍ୟବହାର କରିବେ । [[rc://or/ta/man/translate/figs-you]] ଦେଖନ୍ତୁ

2851TI51h7d10Connecting Statement:
2861TI51l4w5πρεσβυτέρῳ μὴ ἐπιπλήξῃς1Do not rebuke an older man
2871TI51dnf2ἀλλὰ παρακάλει1Instead, exhort him
2881TI51enp9figs-simileὡς πατέρα…ὡς ἀδελφούς1as if he were a father ... as brothers
2891TI52t1pvfigs-simileὡς μητέρας…ὡς ἀδελφὰς1as mothers ... as sisters
2901TI52wmi6figs-ellipsis1younger women
2911TI52ivl7figs-abstractnounsἐν πάσῃ ἁγνίᾳ1in all purity
2921TI53smp5figs-idiomχήρας τίμα1Honor widows
2931TI53qc6sτὰς ὄντως χήρας1the real widows
2941TI54w38hπρῶτον1let them first learn
2951TI54g5mufigs-metonymyτὸν ἴδιον οἶκον1in their own household
2961TI54q5c8ἀμοιβὰς ἀποδιδόναι τοῖς προγόνοις1Let them repay their parents
2971TI54vv64τέκνα ἢ ἔκγονα1children or grandchildren

ଏଠାରେ ଏହି ସନ୍ତାନ ଏବଂ ନାତିମାନେ ବୟସ୍କ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟମାନଙ୍କ ଯତ୍ନ ନେବାକୁ ସକ୍ଷମ ଅଟନ୍ତି ।

2981TI54fnabμανθανέτωσαν…εὐσεβεῖν1let them learn to honor
2991TI54t344figs-parallelismμανθανέτωσαν…τὸν ἴδιον οἶκον εὐσεβεῖν, καὶ ἀμοιβὰς ἀποδιδόναι τοῖς προγόνοις1let them learn to honor their own household and to make repayment to their forebears
3001TI54t347grammar-connect-logic-resultγάρ1for
3011TI54t348figs-metaphorτοῦτο…ἐστιν ἀπόδεκτον ἐνώπιον τοῦ Θεοῦ1this is pleasing before God
3021TI55xp1ufigs-hendiadysἡ…ὄντως χήρα καὶ μεμονωμένη1But a real widow is left all alone
3031TI55u1ljfigs-ellipsisπροσμένει ταῖς δεήσεσιν καὶ ταῖς προσευχαῖς1She always remains with requests and prayers
3041TI55rwp4figs-hendiadysταῖς δεήσεσιν καὶ ταῖς προσευχαῖς1requests and prayers
3051TI55rb9ffigs-merismνυκτὸς καὶ ἡμέρας1both night and day
3061TI55ggk0ἡ…χήρα1the … widow
3071TI56qy5hfigs-metaphorζῶσα τέθνηκεν1is dead
3081TI56p5hi1is still alive
3091TI56t353figs-nominaladjἡ…σπαταλῶσα1the one cavorting
3101TI57qw6mκαὶ ταῦτα παράγγελλε, ἵνα ἀνεπίλημπτοι ὦσιν1Give these instructions
3111TI57a13p1so that they may be blameless
3121TI58p7h2figs-idiomτις τῶν ἰδίων καὶ μάλιστα οἰκείων οὐ προνοεῖ1does not provide for his own relatives, especially for those of his own household
3131TI58y645figs-abstractnounsτὴν πίστιν ἤρνηται1he has denied the faith
3141TI58evm7figs-explicitἔστιν ἀπίστου χείρων1is worse than an unbeliever
3151TI59s8qlfigs-activepassiveχήρα καταλεγέσθω1be enrolled as a widow
3161TI59i27xfigs-litotesμὴ ἔλαττον ἐτῶν ἑξήκοντα γεγονυῖα1who is not younger than sixty
3171TI59q9djfigs-idiomἑνὸς ἀνδρὸς γυνή1a wife of one husband
3181TI59khe1figs-explicitχήρα καταλεγέσθω1
3191TI510l8nmfigs-activepassiveἐν ἔργοις καλοῖς μαρτυρουμένη1She must be known for good deeds
3201TI510mik7ἐξενοδόχησεν1has been hospitable to strangers
3211TI510ygl3translate-symactionἁγίων πόδας ἔνιψεν1has washed the feet of the saints
3221TI510bw4hfigs-idiomἁγίων1saints
3231TI510ey6ifigs-nominaladjθλιβομένοις ἐπήρκεσεν1has relieved the afflicted
3241TI510h96jfigs-hyperboleπαντὶ ἔργῳ ἀγαθῷ ἐπηκολούθησεν1has been devoted to every good work
3251TI510t366figs-synecdocheἁγίων πόδας ἔνιψεν1has washed the feet of the saints
3261TI511rv5hνεωτέρας δὲ χήρας παραιτοῦ1But as for younger widows, refuse to enroll them in the list
3271TI511vqq9figs-explicitὅταν…καταστρηνιάσωσιν τοῦ Χριστοῦ1For when they give in to bodily desires against Christ, they want to marry
3281TI512nha7τὴν πρώτην πίστιν ἠθέτησαν1revoke their first commitment
3291TI512k9nz1commitment
3301TI512t372ἔχουσαι κρίμα1having judgment
3311TI513t4ivἀργαὶ μανθάνουσιν1learn to be lazy
3321TI513nll4figs-doubletφλύαροι καὶ περίεργοι, λαλοῦσαι τὰ μὴ δέοντα1talk nonsense and are busybodies, saying things they should not say
3331TI513cym5φλύαροι1nonsense
3341TI513umk21busybodies
3351TI513t375figs-nominaladjἀργαὶ1lazy
3361TI513t376περιερχόμεναι τὰς οἰκίας1going around houses
3371TI514bh1q1to manage the household
3381TI514u94kτῷ ἀντικειμένῳ1the enemy

ଏହି ଅଭିବ୍ୟକ୍ତି (1) ଶୟତାନକୁ (ଅର୍ଥାତ୍ UST ପଠନ) କିମ୍ବା (2) ସାମୂହିକ ଭାବରେ ଯୀଶୁଙ୍କ ଅନୁଗାମୀମାନଙ୍କୁ ବିରୋଧ କରୁଥିବା ଅବିଶ୍ୱାସୀମାନଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: (1) “ଶୟତାନ” କିମ୍ବା (2) “ତୁମ୍ଭକୁ ବିରୋଧ କରୁଥିବା ଅବିଶ୍ୱାସୀମାନେ”

3391TI514a1w5figs-inclusive1to slander us
3401TI515fy54figs-metaphorἐξετράπησαν ὀπίσω τοῦ Σατανᾶ1turned aside after Satan
3411TI516g8k5figs-nominaladjτις πιστὴ1any believing woman
3421TI516mf4sfigs-explicitἔχει χήρας1has widows
3431TI516y6hffigs-metaphorκαὶ μὴ βαρείσθω ἡ ἐκκλησία1so that the church will not be weighed down
3441TI516d35mὄντως χήραις1real widows
3451TI516t384figs-activepassiveκαὶ μὴ βαρείσθω ἡ ἐκκλησία1let the church not be weighed down
3461TI517i3l30Connecting Statement:
3471TI517u93qfigs-activepassiveοἱ καλῶς προεστῶτες πρεσβύτεροι…ἀξιούσθωσαν1Let the elders who rule well be considered worthy
3481TI517wp9dfigs-abstractnounsδιπλῆς τιμῆς1double honor

ଏଠାରେ, ଦ୍ୱିଗୁଣ ସମ୍ମାନର ଅର୍ଥ: (1) ମଣ୍ଡଳୀ ପ୍ରାଚୀନମାନଙ୍କୁ ଦୁଇ ଉପାୟରେ ସମ୍ମାନିତ କରିବା ଉଚିତ୍, କିମ୍ବା (2) ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ସମ୍ମାନ ଦେବା ଉଚିତ୍ । ଯେହେତୁ ପାଉଲ ପରବର୍ତ୍ତୀ ପଦରେ ଦୁଇଟି ଶାସ୍ତ୍ରର ଉଦ୍ଧୃତ କରିଛନ୍ତି ଯାହାକି ମଣ୍ଡଳୀର ନେତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ବେତନ ଦିଆଯାଉଥିବା ଧାରଣାକୁ ସମର୍ଥନ କରେ, ପ୍ରଥମଟି, ବିକଳ୍ପ ଅନୁବାଦ: (1) “ଉଭୟ ସମ୍ମାନ ଏବଂ ସେମାନଙ୍କ କାର୍ଯ୍ୟ ପାଇଁ ବେତନ” କିମ୍ବା (2) “ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମ୍ମାନ ପ୍ରାପ୍ତ କରନ୍ତୁ” ।[[rc://or/ta/man/translate/figs-abstractnouns]])ଦେଖନ୍ତୁ)

3491TI517r8ewfigs-nominaladjοἱ κοπιῶντες1those who work with the word and in teaching
3501TI517t389figs-hendiadysἐν λόγῳ καὶ διδασκαλίᾳ1in the word and in teaching
3511TI517t390figs-metonymyλόγῳ1the word
3521TI518kh55figs-personificationλέγει γὰρ ἡ Γραφή1For the scripture says

ଏହା ବ୍ୟକ୍ତିରୂପଧାରଣ ଯାହାର ଅର୍ଥ ଏହି ଯେ କେହି ଜଣେ ଶାସ୍ତ୍ରରେ ଏହି ପ୍ରକାର ଲେଖିଛନ୍ତି I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ ଯେ” (ଦେଖ: [[rc://or/ta/man/translate/figs-personification]])ଦେଖନ୍ତୁ)

3531TI518vw3afigs-metaphorβοῦν ἀλοῶντα οὐ φιμώσεις1You shall not put a muzzle on an ox while it treads the grain

ପାଉଲ ସାଙ୍କେତିକ ଭାବରେ ଏହି ବାକ୍ୟାଂଶକୁ ଉଦ୍ଧୃତ କରୁଛନ୍ତି । ସେ ଏହା ସୂଚାଇବା ପାଇଁ ଏହା ବ୍ୟବହାର କରୁଛନ୍ତି ଯେ, ଯେପରି ଈଶ୍ଵର ଚାହୁଁଥିଲେ ଯେ ପଶୁମାନେ ସେମାନଙ୍କ ଶସ୍ୟରୁ ଅଲଗା ହେବା ପାଇଁ କାର୍ଯ୍ୟ କରୁଥିବା କିଛି ଶସ୍ୟ ଖାଇବାକୁ ସକ୍ଷମ ହୁଅନ୍ତୁ, ସେହିପରି ମଣ୍ଡଳୀ ନେତାମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରୁ ବେତନ ଗ୍ରହଣ କରିବା ଉଚିତ ବିଶେଷ କରି ସେମାନଙ୍କଠାରୁ ଯେଉଁମାନଙ୍କ ଗହଣରେ ସେମାନେ ସେବା କରୁଛନ୍ତି । [[rc://or/ta/man/translate/figs-metaphor]] ଦେଖନ୍ତୁ

3541TI518g985translate-unknownφιμώσεις1muzzle
3551TI518t6kptranslate-unknownἀλοῶντα1treads the grain
3561TI518kys1ἄξιος ὁ ἐργάτης τοῦ μισθοῦ αὐτοῦ1is worthy of
3571TI518t392figs-declarativeβοῦν ἀλοῶντα οὐ φιμώσεις1You will not muzzle a threshing ox
3581TI519af68grammar-connect-exceptionsκατηγορίαν μὴ παραδέχου, ἐκτὸς εἰ1Do not receive an accusation
3591TI519kmy5δύο ἢ τριῶν1two or three
3601TI519t399figs-ellipsisἐπὶ δύο ἢ τριῶν μαρτύρων1on two or three witnesses
3611TI520m4uhfigs-nominaladjτοὺς ἁμαρτάνοντας1sinners

ପାଉଲ ଏହି କ୍ରିୟାପଦକୁ ବ୍ୟବହାର କରୁଛନ୍ତି, ଯାହା ଏକ ବିଶେଷଣ ଭାବରେ କାର୍ଯ୍ୟ କରେ, ବିଶେଷ୍ୟ ଭାବରେ ସେ ବର୍ଣ୍ଣନା କରୁଥିବା ଏକ ଶ୍ରେଣୀକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ଏଠାରେ ଦୁଇଟି ଅର୍ଥ ରହିଛି: (1) ଏହା ପାପ କରୁଥିବା କୌଣସି ବିଶ୍ଵାସୀଙ୍କୁ ସୂଚାଇପାରେ, କିମ୍ବା (2) ପାଉଲ ପ୍ରାଚୀନମାନଙ୍କ ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: (1) “ଯେଉଁ ବିଶ୍ଵାସୀମାନେ ପାପ କରୁଛନ୍ତି” କିମ୍ବା (2) “ଯେଉଁ ପ୍ରାଚୀନମାନେ ଭୁଲ୍ ବିଷୟ କରୁଛନ୍ତି”[[rc://or/ta/man/translate/figs-nominaladj]])ଦେଖନ୍ତୁ)

3621TI520db63figs-metaphorἐνώπιον…πάντων1before all
3631TI520ql4mfigs-explicitἵνα καὶ οἱ λοιποὶ φόβον ἔχωσιν1so that the rest may be afraid
3641TI520t404figs-idiomφόβον ἔχωσιν1may have fear
3651TI521t7jqfigs-idiomτῶν ἐκλεκτῶν ἀγγέλων1the chosen angels
3661TI521f2q7figs-doublet1to keep these commands without partiality, and to do nothing out of favoritism
3671TI521dph6ταῦτα φυλάξῃς1these commands
3681TI521x0zpδιαμαρτύρομαι ἐνώπιον τοῦ Θεοῦ, καὶ Χριστοῦ Ἰησοῦ, καὶ τῶν ἐκλεκτῶν ἀγγέλων1I adjure you, before God and Christ Jesus and the chosen angels
3691TI521t405figs-metaphorἐνώπιον τοῦ Θεοῦ, καὶ Χριστοῦ Ἰησοῦ1before God and Christ Jesus
3701TI521t409ταῦτα1these things
3711TI521t408figs-doubletχωρὶς προκρίματος, μηδὲν ποιῶν κατὰ πρόσκλισιν1without partiality, doing nothing out of favoritism
3721TI522qb71translate-symactionχεῖρας ταχέως μηδενὶ ἐπιτίθει1Place hands
3731TI522pyl8figs-explicitμηδὲ κοινώνει ἁμαρτίαις ἀλλοτρίαις1Do not share in the sins of another person
3741TI522lt3y1Do not share in the sins of another person
3751TI522t411figs-litotesχεῖρας ταχέως μηδενὶ ἐπιτίθει1Place hands hastily on no one
3761TI523xl32figs-explicitοἴνῳ ὀλίγῳ χρῶ1You should no longer drink water
3771TI524uk56figs-gendernotationsἀνθρώπων1The sins of some people are openly known
3781TI524ug1zfigs-personificationπρόδηλοί εἰσιν, προάγουσαι εἰς κρίσιν1they go before them into judgment
3791TI524i1c6figs-personificationτισὶν δὲ καὶ ἐπακολουθοῦσιν1But some sins follow later
3801TI525pd8vfigs-explicitκαὶ τὰ ἔργα τὰ καλὰ πρόδηλα1some good works are openly known
3811TI525qlu5figs-explicitτὰ ἔργα τὰ καλὰ1good works
3821TI525bl51figs-metaphorκαὶ τὰ ἄλλως ἔχοντα, κρυβῆναι οὐ δύναταί1but even the others cannot be hidden
3831TI525t420figs-activepassiveκαὶ τὰ ἄλλως ἔχοντα, κρυβῆναι οὐ δύναταί1and the ones having otherwise are not able to be hidden
3841TI525bb2tfigs-doublenegativesκρυβῆναι οὐ δύναταί1
3851TI6introrks40

1 ତୀମଥି 06 ସାଧାରଣ ଟିପ୍ପଣୀଗୁଡ଼ିକଏହି ଅଧ୍ୟାୟର ବିଶେଷ ଧାରଣା

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ଦାସତ୍ୱ

ଏହି ଅଧ୍ୟାୟରେ, ପାଉଲ ଦାସମାନଙ୍କୁ ସେମାନଙ୍କର ମାଲିକମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ଆଦର କରିବା ଏବଂ ଯତ୍ନର ସହିତ ସେବା କରିବାକୁ ଶିକ୍ଷା ଦିଅନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ଦାସତ୍ୱକୁ ଏକ ଉତ୍ତମ ଜିନିଷ କିମ୍ବା ଈଶ୍ଵର ଗ୍ରହଣ କରୁଥିବା ବିଷୟ ଭାବରେ ସମର୍ଥନ କରୁଛନ୍ତି । ଏହା ପରିବର୍ତ୍ତେ, ପାଉଲ ବିଶ୍ଵାସୀମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ଧାର୍ମିକ ଏବଂ ସନ୍ତୁଷ୍ଟ ହେବାକୁ ଉତ୍ସାହିତ କରୁଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସେହି ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ କାର୍ଯ୍ୟ କରିପାରିବେ ନାହିଁ ।

3861TI61zg9b0Connecting Statement:
3871TI61nm4nfigs-metaphorὅσοι εἰσὶν ὑπὸ ζυγὸν δοῦλοι1Let all who are under the yoke as slaves
3881TI61ep1lfigs-explicitὅσοι εἰσὶν1Let all who are
3891TI61he2nfigs-activepassiveἵνα μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται1the name of God and the teaching might not be blasphemed
3901TI61xb92figs-metonymyτὸ ὄνομα τοῦ Θεοῦ1the name of God
3911TI61f5pcfigs-explicitἡ διδασκαλία1the teaching
3921TI61e3ceἵνα μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται1
3931TI62fvv7figs-gendernotationsἀδελφοί εἰσιν1they are brothers
3941TI62hn12figs-activepassive1For the masters who are helped by their work
3951TI62nmh9καὶ ἀγαπητοὶ1and are loved
3961TI63t430figs-metonymyὑγιαίνουσι λόγοις1to the healthy words
3971TI63t431figs-metonymyὑγιαίνουσι λόγοις1to the healthy words
3981TI63sshfτοῖς τοῦ Κυρίου ἡμῶν, Ἰησοῦ Χριστοῦ1

ଏହାର ଅର୍ଥ ହୋଇପାରେ: (1) ପ୍ରଭୁ ଯୀଶୁଙ୍କ ବିଷୟରେ ଏକ ବାର୍ତ୍ତା, କିମ୍ବା (2) ପ୍ରଭୁ ଯୀଶୁଙ୍କ ଦ୍ୱାରା କୁହାଯାଇଥିବା ବାକ୍ୟ ।

3991TI64pn8nfigs-metaphorτετύφωται1he is proud ... He has an unhealthy interest
4001TI64z2rbfigs-hyperboleμηδὲν ἐπιστάμενος1understands nothing
4011TI64qu86figs-metaphorνοσῶν περὶ ζητήσεις1He has an unhealthy interest in controversies and arguments
4021TI64i3lkfigs-doubletζητήσεις καὶ λογομαχίας1controversies and arguments about words that result in envy
4031TI64xt1zλογομαχίας1about words
4041TI64bjt61strife
4051TI64y3mxβλασφημίαι1insults
4061TI64kn69ὑπόνοιαι πονηραί1evil suspicions
4071TI64t433figs-activepassiveτετύφωται1he is puffed up
4081TI64t434figs-gendernotationsτετύφωται1he is puffed up
4091TI65z2d8figs-activepassiveδιεφθαρμένων ἀνθρώπων τὸν νοῦν καὶ ἀπεστερημένων τῆς ἀληθείας1depraved minds
4101TI65tyf7figs-parallelismδιεφθαρμένων ἀνθρώπων τὸν νοῦν καὶ ἀπεστερημένων τῆς ἀληθείας1They have lost the truth
4111TI65x93ffigs-metaphorδιαπαρατριβαὶ1friction
4121TI65t443figs-gendernotationsἀνθρώπων1between men
4131TI66q5sqgrammar-connect-logic-contrastδὲ1Now
4141TI66ya9zfigs-abstractnounsἡ εὐσέβεια μετὰ αὐταρκείας1godliness with contentment is great gain
4151TI66wzj11is great gain
4161TI66o6j4figs-abstractnounsἔστιν…πορισμὸς μέγας1is great gain
4171TI67j6qvfigs-explicitοὐδὲν…εἰσηνέγκαμεν εἰς τὸν κόσμον1brought nothing into the world
4181TI67jlv8figs-explicitοὐδὲ ἐξενεγκεῖν τι δυνάμεθα1Neither are we able to take out anything
4191TI67t446grammar-connect-logic-resultγὰρ1For
4201TI67t448figs-ellipsisὅτι1that
4211TI68lbk5figs-declarativeἀρκεσθησόμεθα1let us
4221TI68t451figs-activepassiveἀρκεσθησόμεθα1we will be satisfied
4231TI69ij4jgrammar-connect-logic-contrastδὲ1Now

ପାଉଲ ଏହି ଶବ୍ଦକୁ ବ୍ୟବହାର କରିବାକୁ ସୂଚାଇ ଦେଇଛନ୍ତି ଯେ ସେ ସେହି ବ୍ୟକ୍ତିଙ୍କ ବିଷୟକୁ ଫେରି ଆସୁଛନ୍ତି ଯେଉଁମାନେ ଭାବନ୍ତି ଯେ ଧାର୍ମିକ ହେବା ସେମାନଙ୍କୁ ଧନୀ କରିବ । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ କରିପାରିବା ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ହୋଇଥିବ ।[[rc://or/ta/man/translate/grammar-connect-logic-contrast]] ଦେଖନ୍ତୁ

4241TI69pl5dfigs-metaphorἐμπίπτουσιν εἰς πειρασμὸν, καὶ παγίδα1to become wealthy fall into temptation, into a trap
4251TI69gfy7figs-metaphorκαὶ ἐπιθυμίας πολλὰς ἀνοήτους καὶ βλαβεράς1They fall into many foolish and harmful passions
4261TI69nc3ifigs-metaphorαἵτινες βυθίζουσι τοὺς ἀνθρώπους εἰς ὄλεθρον καὶ ἀπώλειαν1into whatever else makes people sink into ruin and destruction
4271TI69t453figs-nominaladjοἱ…βουλόμενοι1the ones wanting
4281TI69t456figs-hendiadysἐπιθυμίας…ἀνοήτους καὶ βλαβεράς1foolish and harmful desires
4291TI69t458figs-gendernotationsἀνθρώπους1men
4301TI69t459figs-doubletὄλεθρον καὶ ἀπώλειαν1ruin and destruction
4311TI610xs9dfigs-metaphorῥίζα…πάντων τῶν κακῶν ἐστιν ἡ φιλαργυρία1For the love of money is a root of all kinds of evil
4321TI610j5z9ἧς τινες ὀρεγόμενοι1who desire it
4331TI610b83vfigs-metaphorἀπεπλανήθησαν ἀπὸ τῆς πίστεως1have been misled away from the faith
4341TI610a1fxfigs-metaphorἑαυτοὺς περιέπειραν ὀδύναις πολλαῖς1have pierced themselves with much grief
4351TI610t460grammar-connect-logic-resultγὰρ1For
4361TI610t462figs-hyperboleπάντων τῶν κακῶν1of all evils
4371TI610t465figs-activepassiveἧς τινες ὀρεγόμενοι, ἀπεπλανήθησαν ἀπὸ τῆς πίστεως1have been led away from the faith
4381TI611m5gzfigs-you1But you
4391TI611tp97ὦ ἄνθρωπε Θεοῦ1man of God
4401TI611h9c6figs-metaphorταῦτα φεῦγε1flee from these things
4411TI611a88gταῦτα1these things

ଏହି ବାକ୍ୟାଂଶ ସୂଚାଏ: (1) ପାଉଲ ଏହି ପତ୍ରର ଏହି ବିଭାଗରେ ଯାହା କହୁଛନ୍ତି (ମିଥ୍ୟା ଶିକ୍ଷା, ଗର୍ବ, ଯୁକ୍ତି, ଏବଂ ଅର୍ଥର ପ୍ରେମ), କିମ୍ବା (2) ପାଉଲ ଯାହା ବିଷୟରେ କହୁଛନ୍ତି ତାହା ( ଅର୍ଥ ପ୍ରେମ) ଅଟେ ଯଦି ସମ୍ଭବ, ଏହାକୁ ସାଧାରଣ ବାକ୍ୟାଂଶରେ ଅନୁବାଦ କରନ୍ତୁ ।

4421TI611zjl3figs-metaphorδίωκε1Pursue righteousness
4431TI612w21pfigs-metaphorἀγωνίζου τὸν καλὸν ἀγῶνα τῆς πίστεως1Fight the good fight of faith
4441TI612y6m8figs-metaphorἐπιλαβοῦ τῆς αἰωνίου ζωῆς1Take hold of the everlasting life
4451TI612usd1figs-activepassiveεἰς ἣν ἐκλήθης1to which you were called
4461TI612qw96ὡμολόγησας τὴν καλὴν ὁμολογίαν1you gave the good confession
4471TI612vm6qfigs-explicitἐνώπιον πολλῶν μαρτύρων1before many witnesses
4481TI613aj8i0Connecting Statement:
4491TI613t6dh1I give these orders to you
4501TI613ts65τοῦ ζῳοποιοῦντος τὰ πάντα1who gives life to all things
4511TI613amy1figs-explicitτοῦ μαρτυρήσαντος ἐπὶ Ποντίου Πειλάτου τὴν καλὴν ὁμολογίαν1before Christ Jesus, who made ... Pilate
4521TI613t476figs-explicitἐνώπιον τοῦ Θεοῦ1before God
4531TI613t477figs-explicitκαὶ Χριστοῦ Ἰησοῦ1and Christ Jesus
4541TI614p9n9figs-doubletἄσπιλον ἀνεπίλημπτον1without spot or blame
4551TI614nk52μέχρι τῆς ἐπιφανείας τοῦ Κυρίου ἡμῶν, Ἰησοῦ Χριστοῦ1until the appearance of our Lord Jesus Christ
4561TI614t480figs-metaphorἄσπιλον1spotless
4571TI615qh1pfigs-explicit1God will reveal Christ's appearing
4581TI615ac6yfigs-explicitὁ μακάριος καὶ μόνος Δυνάστης1the blessed and only Sovereign
4591TI615t482figs-idiomκαιροῖς ἰδίοις1in its own times
4601TI616l9i8ὁ μόνος ἔχων ἀθανασίαν1Only he has immortality
4611TI616tsz3φῶς οἰκῶν ἀπρόσιτον1dwells in inapproachable light
4621TI616t485figs-nominaladjὁ μόνος ἔχων ἀθανασίαν1the One having immortality alone
4631TI616t487figs-gendernotationsοὐδεὶς ἀνθρώπων1none of men
4641TI617te3zfigs-nominaladjτοῖς πλουσίοις1Tell the rich
4651TI617drj6figs-abstractnounsἐπὶ πλούτου ἀδηλότητι1in riches, which are uncertain
4661TI617iq61figs-ellipsisπάντα πλουσίως εἰς ἀπόλαυσιν1all the true riches
4671TI617z4ecἐν τῷ νῦν αἰῶνι1in the present age
4681TI618cii3figs-metaphorπλουτεῖν ἐν ἔργοις καλοῖς1be rich in good works
4691TI619zc9dfigs-metaphorἀποθησαυρίζοντας ἑαυτοῖς θεμέλιον καλὸν εἰς τὸ μέλλον1they will store up for themselves a good foundation for what is to come
4701TI619z5rufigs-metaphorἵνα ἐπιλάβωνται τῆς ὄντως ζωῆς1take hold of real life
4711TI619t493figs-metaphorἀποθησαυρίζοντας ἑαυτοῖς θεμέλιον καλὸν εἰς τὸ μέλλον1storing up for themselves a good foundation for what is coming
4721TI619t494figs-idiomεἰς τὸ μέλλον1for what is coming
4731TI620u9wdfigs-activepassiveτὴν παραθήκην1protect what was given to you
4741TI620vgr8figs-metonymyἐκτρεπόμενος τὰς βεβήλους κενοφωνίας1Avoid the foolish talk
4751TI620y2u7figs-activepassiveτῆς ψευδωνύμου γνώσεως1of what is falsely called knowledge
4761TI620dd1vfigs-explicitτὴν παραθήκην φύλαξον1guard the entrustment
4771TI620t498καὶ ἀντιθέσεις1and contradictions
4781TI621e6rbfigs-metaphorπερὶ τὴν πίστιν ἠστόχησαν1they have missed the faith
4791TI621hix2figs-youἡ χάρις μεθ’ ὑμῶν1May grace be with you
4801TI621t501ἡ χάρις μεθ’ ὑμῶν1Grace be with you