or_ta/translate/translate-aim/01.md

13 KiB

ଜଣେ ଅନୁବାଦକ ଶିକାରୀ ପରି

ଜଣେ ଅନୁବାଦକ ଶିକାରୀ ପରି, ଯିଏ ପ୍ରାଣୀକୁ ଲକ୍ଷ୍ୟ କରି ତାହାର ବନ୍ଧୁକ ମୁନ ଦେଖାଇ ଥାଏ ଯଦି ସେ ଏହାକୁ ମାରିବା ପାଇଁ ଚାହୁଁଛି ସେ କେଉଁ ପ୍ରକାର ପ୍ରାଣୀକୁ ଶିକାର କରିବାକୁ ଚାହୁଁଛନ୍ତି ଜାଣିବା ଉଚିତ, ଯେହେତୁ ଶିକାରି ଯେଉଁ ଗୁଳି ପକ୍ଷୀକୁ ମାରିବା ପାଇଁ ଯେଉଁ ଗୁଳି ବ୍ୟବହାର କରେ ସେହି ଗୁଳି ବ୍ୟବହାର କରି ହରିଣକୁ ମାରିପାରିବ, ଉଦାହରଣତଃ

ଆମେ ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା ସମାନରେ ହେଉ ଆମ୍ଭେ ଯେଉଁ ଶବ୍ଦ ଛୋଟ ପିଲା ମାନଙ୍କୁ କହିଥାଉ ସେହି ସମାନ ଶବ୍ଦ ବଡ଼ ଲୋକମାନଙ୍କୁ ମଧ୍ୟ କହିଥାଉ ଆମ୍ଭେ ମାନେ ଯେପରି ଆମ୍ଭ ମାନଙ୍କର ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁ ଠିକ ସେହିପରି ଦେଶର ରାଷ୍ଟ୍ରପତି କିମ୍ବା ଶାସକଙ୍କ ସହିତ କଥାବାର୍ତ୍ତା କରି ନଥାଉ ଏହିସବୁରେ, ଆମ୍ଭେ ଭିନ୍ନ ପ୍ରକାର ଶବ୍ଦ ଓ ଭାବଭଙ୍ଗି ବ୍ୟବହାର କରିଥାଉ ଉଦାହରଣ, ଯଦି ମୁଁ ଛୋଟ ପିଲା ସହିତ ସୁସମାଚାର କହୁଛି, ମୁଁ ତାଙ୍କୁ କହିବା ଉଚିତ ନୁହେଁ “ଅନୁତାପ କର ଓ ପରମେଶ୍ବର ଆପଣଙ୍କୁ ଅନୁଗ୍ରହ ଦେବେ “

ପରିବର୍ତ୍ତେ, ମୁଁ ସେହିପରି କିଛି କହିବି, “ତୁମେ ଯେଉଁ ଭୁଲ କାମ କରିଛ ସେଥିନିମନ୍ତେ ଦୁଖିତ କୁହ ଓ ଯୀଶୁଙ୍କୁ ମଧ୍ୟ କୁହ ଯେ ତୁମେ ଦୁଖିତ ସେ ଆପଣଙ୍କୁ ସ୍ବାଗତ କରିବେ ଯେହେତୁ ସେ ଆପଣଙ୍କୁ ପ୍ରେମ କରନ୍ତି “

ପ୍ରତ୍ୟେକ ଭାଷାରେ, କିଛି ଶବ୍ଦ ଅଛି ଯାହା ବୟଜେଷ୍ଠ ମାନଙ୍କ ପାଇଁ ବ୍ୟବହାର କରାଯାଏ, ଶବ୍ଦ ଗୁଡିକ ଯାହାକୁ ପିଲାମାନେ ଏପର୍ଯ୍ୟନ୍ତ ଶିଖି ନାହାନ୍ତି ଯଦିଓ, ପିଲାମାନେ ଧିରେ ଧିରେ ସେହି ଶବ୍ଦ ଗୁଡିକ ବ୍ୟବହାର କରିବାକୁ ଶିଖିବେ କିନ୍ତୁ ଯଦି ଆପଣ ବହୁଳ ଭାବେ ସେହି ଶବ୍ଦ ଗୁଡିକ ପିଲାମାନଙ୍କୁ କହିବେ, ସେମାନେ ଆପଣଙ୍କୁ ବୁଝିବା ପାଇଁ ଅସୁବିଧା ହେବ

ଏହା ସହିତ ଯୋଗ କରି, ଭାଷା ହେଉଛି ଏକ ଗଚ୍ଛ ପରି ଯାହାର ପୁରୁଣା ପତ୍ର ଝଡିପଡେ, ନୁଆ ପତ୍ର ହୁଏ: ନୁତନ ଶବ୍ଦ ସର୍ବଦା ଭାଷାରେ ରୁପ ନିଏ ଓ କିଛି ଶବ୍ଦ ଗୁଡିକ ମଧ୍ୟ ବ୍ୟବହାର ହୁଏନାହିଁ ସେହି ଶବ୍ଦ ଗୁଡିକ ପତ୍ର ଝଡିଲା ପରି ହଜିଯାଏ; ସେହିପରି କିସଛି ଶବ୍ଦ ପୁରୁଖା ଲୋକମାନେ କହନ୍ତି କିନ୍ତୁ ଯୁବପିଢି ସେଗୁଡିକର ବ୍ୟବହାର କରିବା ଶିଖି ନାହାନ୍ତି ପ୍ରାଚୀନ ବଂଶ ଯିବା ପରେ, ସେହି ପୁରୁଣା ଶବ୍ଦ ଗୁଡିକ ଭାଷାରେ ଆଉ ବ୍ୟବହାର ହେବ ନାହିଁ ଯଦ୍ୟପି ତାହା ଭାଷାକୋଷରେ ଲିଖିତ ଥାଏ ଉଦହାରଣ, ସେଗୁଡିକ ଯେପରି ରହିବା କଥା, ଯୁବପିଢି ପୁଣିଥରେ ତାହାର ବ୍ୟବହାର କେବେ କରିବେ ନାହିଁ

ଏହି କାରଣ ହେତୁ, ବାଇବଲ ଅନୁବାଦକ କେଉଁ ଲୋକମାନଙ୍କୁ ଅନୁବାଦ ଲକ୍ଷ୍ୟ ରଖିଛି ସେମାନଙ୍କର ପସନ୍ଦ ଗୁଡିକ :

ଭବିଷ୍ୟତ କୁ ଲକ୍ଷ୍ୟ କରି

ଯେଉଁ ଯୁବା ମା’ମାନେ ଓ ସେମାନଙ୍କର ପିଲାମାନଙ୍କୁ ଲକ୍ଷ୍ୟ କରି ଅନୁବାଦକ ସେମାନଙ୍କର ଅନୁବାଦ କରିବା ଉଚିତ, ଯେହେତୁ ସେହି ଲୋକମାନେ ସେମାନଙ୍କର ଭବିଷ୍ୟତ ଭାଷାକୁ ଉପସ୍ଥାପନ କରନ୍ତି ଯଦି ଅନୁବାଦକ ଏହିପରି କାର୍ଯ୍ୟ କରେ, ସେମାନେ ପୁରୁଣା ଶବ୍ଦର ବ୍ୟବହାରକୁ ଆଡେଇ ଦେଇ ପାରିବେ ଯେହେତୁ ଯୁବପିଢି ଆଉ ଶିଖୁ ନାହାନ୍ତି ପରିବର୍ତ୍ତେ ସେମାନେ ସରଳ ଶବ୍ଦ, ଯେତେ ସମ୍ଭବ ଦୈନନ୍ଦିନ ବ୍ୟବହୃତ ଶବ୍ଦ ଗୁଡିକ ବ୍ୟବହାର କରିବେ

ତଦସହିତ, ସେହିପରି ଅନୁବାଦକ ମାନେ ଅନ୍ୟ ନିୟମ ଗୁଡିକୁ ମାନିବେ :

୧. ସେମାନେ ସାଧାରଣ ବାଇବଲ ଶବ୍ଦ ଆକ୍ଷରିକ ଅନୁବାଦ ନକରି ନିର୍ଦ୍ଧିଷ୍ଟ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବେ ଉଦାହରଣ, ଏହା ବୁଝାଏ ଯେ ସେମାନେ ବାଇବଲ ଶବ୍ଦ “ସମାଜଗୃହ”କୁ ପରିବର୍ତ୍ତିତ ନକରି “ଏକତ୍ର ମିଳନ ସ୍ଥାନ” ପରି ଶବ୍ଦ ଓ ତାପରେ ଲୋକମାନଙ୍କୁ ଏହାର ଅର୍ଥ ବୁଝାଇବେ ସେମାନେ ବାଇବଲ ଶବ୍ଦ “ଦୁତ” କୁ ପରିବର୍ତ୍ତନ ନକରି କିଛି “ଇଞ୍ଜେଲ୍” ପରି ଶବ୍ଦ ତା’ପରେ ନିର୍ଦ୍ଧିଷ୍ଟ ଭାଷାରେ ଏହାର ଅର୍ଥ ବୁଝିବାକୁ ଚେଷ୍ଟା କରିବେ

୧. ସେମାନେ ନୁଆ ଶବ୍ଦ ଆବିଷ୍କାର ନକରି ବାଇବଲ ଯେଉଁ ଭାବଧାରା ପାଉଛନ୍ତି ତାହାର ସଙ୍କେତ ଦେବେ ଉଦାହରଣ, ଯଦି ନିର୍ଦ୍ଧିଷ୍ଟ ଭାଷାରେ କୌଣସି ଶବ୍ଦ ନାହିଁ ଯାହାର ସବୁ ସଂକେତର ବୈଶିଷ୍ଟ୍ୟ ସହିତ “ଅନୁଗ୍ରହ” କିମ୍ବା “ପବିତ୍ର କରିବା”, ଅନୁବାଦକ ଏଗୁଡିକ ପାଇଁ ନୁଆ ଶବ୍ଦ ତିଆରି କରିବେ ନାହିଁ ପରିବର୍ତ୍ତେ, ସେମାନେ ଯେଉଁ ବାଇବଲ ଶାସ୍ତ୍ରଂଶ ରେ କାମ କରୁଛନ୍ତି ତାହାକୁ ବୁଝାଉଥିବା ଶବ୍ଦ କିମ୍ବା ଉପଯୁକ୍ତ ବାକ୍ୟଖଣ୍ଡ ପାଇବେ

୧. ସେମାନେ ନିର୍ଦ୍ଧିଷ୍ଟ ଭାଷାରେ ଜଣା ଥିବା ଶବ୍ଦକୁ ମନେ ନରଖି ପାରି ବରଂ ସେମାନଙ୍କୁ ନୁଆ ଅର୍ଥ ଦେବେ ସେମାନେ ଜାଣିଛନ୍ତି ଯଦି ସେମାନେ ଚେଷ୍ଟା କରିବେ ଲୋକମାନେ ନୁତନ ଅର୍ଥକୁ ଭୁଲି ଯିବେ ଫଳରେ ଲୋକମାନେ ସେହି ଅର୍ଥକୁ ଭୁଲ ବୁଝାମଣା କରିବେ ଯେପରି ପାଠ ତୁମକୁ ଯୋଗାଯୋଗ କରୁଛି

୧. ସେମାନେ ବାଇବଲ ଚିନ୍ତାଧାରାକୁ ଏମିତି ଭାବରେ ପ୍ରକାଶ କରିବେ ଯେପରି ସେଗୁଡିକ ସ୍ପଷ୍ଟ ଓ ସ୍ବାଭାବିକ (ଦେଖ: Create Clear Translations, [Create Natural Translations]) ଯେତେବେଳେ ଅନୁବାଦକ ଏହି ନିୟମ ପାଳନ କରିବ, ଏହାର ଫଳାଫଳକୁ ଆମେ ସାଧାରଣ ଭାଷାର ବୃତ୍ତାନ୍ତ କହୁ

ଯଦି ଆପଣ ଗୋଟିଏ ଭାଷାରେ ପ୍ରଥମ ବାଇବଲ ଦେବା ପାଇଁ କାମ କରୁଛନ୍ତି, ତେବେ ଆମେ ଆପଣ ଏହି ମାର୍ଗକୁ ଅନୁସରଣ କରିବା ପାଇଁ ଉପଦେଶ ଦେଉଅଛୁ ଇଂରାଜୀ ସାଧାରଣ ଭାଷାର ବୃତ୍ତାନ୍ତ ସହିତ ଆଜିର ଇଂରାଜୀ ବୃତ୍ତାନ୍ତ ଓ ସାଧାରଣ ଇଂରାଜୀ ବାଇବଲ କିନ୍ତୁ ମନେ ରଖନ୍ତୁ ଯେ ଆପଣଙ୍କର ଲକ୍ଷ୍ୟ ଭାଷାବାଦୀ ବିଭିନ୍ନ ପ୍ରକାର ଚିନ୍ତାଧାରା ଦେଇପାରନ୍ତି ଯାହା ଆପଣ ଇଂରାଜୀ ବୃତ୍ତାନ୍ତ ଠାରୁ ଅଲଗା ହୋଇଥିବା

ବାଇବଲ ଅଧ୍ୟୟନ ଅନୁବାଦର ଉଦ୍ଦେଶ୍ୟ

ଖ୍ରୀଷ୍ଟିୟାନ ମାନଙ୍କ ଉପରେ ହିଁ ଅନୁବାଦକଙ୍କର ଲକ୍ଷ୍ୟ ଯିଏ ବାଇବଲ ନିଗୁଢ ତତ୍ତ୍ବକୁ ଧ୍ୟାନ କରିବାକୁ ଚାହାନ୍ତି ଯେପରି ନୁଆ ବିଶ୍ବାସୀଗଣ ପଢିବାକୁ ଚାହାନ୍ତି ଯଦି ନିର୍ଦ୍ଧିଷ୍ଟ ଭାଷାରେ ଭଲ ବୃତ୍ତାନ୍ତ ବାଇବଲ ଥିଲା ତେବେ ଅନୁବାଦକଙ୍କୁ ଏହା କରିବାକୁ ହେବ ଯେପରି ଅଣ ବିଶ୍ବାସୀ ଓ ନୁଆ ବିଶ୍ବାସୀଗଣ ଭଲଭାବେ ବୁଝିପାରିବେ

ଯଦି ଅନୁବାଦକ ଏହିପରି ଅଗ୍ରସର ହେବେ, ସେମାନଙ୍କୁ ନିଷ୍ପତ୍ତି ନେବାକୁହେବ :

୧. ବ୍ୟାକରଣ ଆକୃତି ଗୁଡିକୁ ନକଲ କରିବାକଯ ଚେଷ୍ଟା କରନ୍ତୁ ଯେପରି ସେମାନେ ବାଇବଲରେ ବ୍ୟବହୃତ ଭାଷାରେ ପାଇବେ ଉଦହାରଣ, ଯେତେବେଳେ ବାଇବଲ କହେ, “ଇଶ୍ବରଙ୍କ ପ୍ରେମ”, ଅନୁବାଦକ ନିଷ୍ପତ୍ତି ନେବେ ଯେ ସେ ଏହି ଭାବନାକୁ ତ୍ୟାଗ କରିବେ କି ରଖିବେ ଯଦି ସେମାନେ ଏହା କରନ୍ତି, ସେମାନେ ନିଷ୍ପତ୍ତି ନେବେ ନାହିଁ ପ୍ରକୃତରେ ଏହାର ଅର୍ଥ “ଇଶ୍ବରଙ୍କ ପ୍ରତି ଲୋକମାନଙ୍କର ଯେଉଁ ପ୍ରେମ ଅଛି” ନା “ଇଶ୍ବରଙ୍କର ପ୍ରେମ ତାହାଙ୍କ ଲୋକମାନଙ୍କ ପ୍ରତି ଥିଲା”

ଯେଉଁ ସମୟରେ ବାଇବଲ କହେ, “ଆମ୍ଭର ପ୍ରେମ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ଥିଲା” ଅନୁବାଦକଙ୍କୁ ମନୋନିତ କରିବେ କହିବା ନୁହେଁ ଏହାର ଅର୍ଥ “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ” ଆ “ଯେଉଁ ମାନେ ଖ୍ରୀଷ୍ଟଙ୍କ ସହିତ ଅଛନ୍ତି”

୧. “ମୁଁ ତୁମ ସହିତ ଅଛି” ଗ୍ରୀକ୍ ଓ ହିବ୍ରୁ ଅନୁବାଦରେ ଥିବା ଭିନ୍ନ ଭିନ୍ନ ଚିନ୍ତାଧାରା ଗୁଡିକ କହିବାକୁ ଚେଷ୍ଟା କର ଉଦାହରଣ, ନିମ୍ନରେ ଥିବା ବିବରଣୀରେ ସେମାନେ ଏହା କରିପାରିବେ

୧. ନିର୍ଦ୍ଧିଷ୍ଟ ଭାଷାରେ ନୁତନ ଭାବଧାର ଆବିଷ୍କାର କରନ୍ତୁ ଯେପରି ବାଇବଲୀୟ ଶବ୍ଦରେ ଅଧିକାଂଶ ସଙ୍କେତ ଗୁଡିକର ଅର୍ଥ ଥିବ ଯଦି ଅନୁବାଦକ ଏହା କରନ୍ତି, ତେବେ ସେମାନେ ନିର୍ଦ୍ଧିଷ୍ଟ ଭାଷାରେ ଅତିଶିଘ୍ର ଅଗ୍ରସର କରିପାରିବେ ଆମ୍ଭେମାନେ ସୁପାରିଶ କରୁନାହୁଁ ଯେ ଆପଣ ଦ୍ବିତୀୟ ପଥକୁ ଅନୁକରଣ କର ଯେପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାଷାରେ ବାଇବଲ ଅନୁବାଦ ଥିଲା ଯାହା ସ୍ପଷ୍ଟ ଓ ସ୍ବାଭାବିକ ଭାବରେ ଯୋଗାଯୋଗ କରି ପାରୁଛି