or_ta/translate/resources-long/01.md

2.2 KiB
Raw Permalink Blame History

ବର୍ଣ୍ଣନା

ବେଳେବେଳେ ଉପମା ପାଇଁ ବିଶେଷ ଦ୍ରଷ୍ଟବ୍ୟ ଓ ଉପମାର କିଛି ଅଂଶ ପାଇଁ ଅନ୍ୟ ସୁଚନା ସେହି ପରିସ୍ଥିତିରେ, ବ୍ୟାପକ ଉପମା ପ୍ରଥମେ ବର୍ଣ୍ଣନା କରାଯାଏ, ଓ ଅନ୍ୟ ଅଂଶ ଗୁଡିକ ପରେ

ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ଉଦାହରଣ ଗୁଡିକ

କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପ ବିହୀନ ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢାଉଛ (ରୋମୀୟ :୫ ULT)

କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପ ବିହୀନ ହୃଦୟ - ପାଉଲ ଅଳଙ୍କାର ବ୍ୟବହାର କରିଛନ୍ତି ଜଣେ ବ୍ୟକ୍ତିଙ୍କୁ ତୁଳନା କରିଛନ୍ତି ଯେକି ପଥର ପରି କୌଣସି କଠିନତାରେ ପରମେଶ୍ବରଙ୍କର ବାଧ୍ୟ ହେବାକୁ ନାରାଜ ସେ ମଧ୍ୟ ଲାକ୍ଷଣିକ ଶବ୍ଦ “ହୃଦୟ” ଜଣେ ବ୍ୟକ୍ତିଙ୍କର ସମ୍ପୁର୍ଣ୍ଣ ବିଷୟକୁ ଉପସ୍ଥାପନ କରନ୍ତି

AT: “ଯେହେତୁ ତୁମ୍ଭ ମାନଙ୍କର ଶୁଣିବାକୁ ନାରାଜ ଓ ଅନୁତାପ ବିହୀନ ହୃଦୟ” (ଦେଖ: ଅଳଙ୍କାର ଓ [ଲାକ୍ଷଣିକ ଶବ୍ଦ])

କଠିନତା ଓ ଅନୁତାପ ବିହୀନ ହୃଦୟ - “ଅନୁତାପ ବିହୀନ ହୃଦୟ” ଉପମା “କଠିନତା” କୁ ବୁଝାଏ ଦେଖ: ଦ୍ବିଅର୍ଥ ବୋଧକ

ଏହି ଉଦାହରଣରେ ପ୍ରଥମ ସୁଚନା ଅଳଙ୍କାର ଓ ଲାକ୍ଷଣିକ ଶବ୍ଦକୁ ବୁଝାଏ, ଏବଂ ଦ୍ବିତୀୟଟି ସେହି ଶାସ୍ତ୍ରଂଶରେ ଦ୍ବିଅର୍ଥ ବୋଧକ ଶବ୍ଦକୁ ବୁଝାଏ