or_ta/translate/resources-def/01.md

2.8 KiB

ବର୍ଣ୍ଣନା

ବେଳେବେଳେ ଆପଣ ଜାଣି ନଥିବେ କେଉଁ ଶବ୍ଦ ULT ବୁଝେ ସୁଚନାରେ ହୁଏତ ଶବ୍ଦ ନତୁବା ବାକ୍ୟଖଣ୍ଡ ର ସଂଜ୍ଞା କିମ୍ବା ବର୍ଣ୍ଣନା ଥାଇପାରେ ତାହା ଆପଣଙ୍କୁ ତାହାର ଅର୍ଥ କଣ ହୋଇପାରେ

ଅନୁବାଦ ସୁଚନାର ଉଦାହରଣ

ବାକ୍ୟ ରୁପ କିମ୍ବା ଉଦ୍ଧୃତ ବ୍ୟତିତ ଶବ୍ଦ କିମ୍ବା ବାକ୍ୟଖଣ୍ଡ ର ସରଳ ସଂଜ୍ଞା ଯୋଡା ଯାଇଥାଏ

ଉଦାହରଣ ଗୁଡିକ ହେଉଛି :

ସେମାନେ ବଜାରରେ ବସିଥିବା ପିଲା ମାନଙ୍କ ଭଳି, ସେ ପିଲାମାନେ ଅନ୍ୟ ପିଲା ମାନଙ୍କୁ ଡାକି କହନ୍ତି; ଆମ୍ଭେ ବଜାଇଲୁ ବଂଶୀ ତୁମ୍ଭ ପାଇଁ” (ମାଥିଉ ୧୧:୧୬-୧୭ ULT)

ବଜାର - ବୃହତ୍ତ, ମୁକ୍ତ ଆକାଶ ତଳେ ଯେଉଁଠି ଲୋକମାନେ ବିକ୍ରୟ କରିବା ପାଇଁ ସେମାନଙ୍କର ପଦାର୍ଥ ବା ଦ୍ରବ୍ୟ ନେଇ ଆସନ୍ତି

ବଂଶୀ - ଲମ୍ବା, ଗାତ ଥିବା ବାଦ୍ୟ ଯନ୍ତ୍ର ଯାହାର ଗୋଟିଏ ମୁଣ୍ଡରେ ଫୁଙ୍କ ଦେଇ ବଜାନ୍ତି

କଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଲୋକକୁ ନା ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଓ ଆମୋଦ ପ୍ରୋମୋଦରେ ଜୀବନ କଟାନ୍ତି ସେମାନେ ତ ରାଜାଙ୍କ ପ୍ରାସାଦରେ ଥାଆନ୍ତି (ଲୁକ ୭:୨୫ ULT)

ରାଜାଙ୍କର ପ୍ରାସାଦ - ବଡ଼, ଦାମୀ ଘର ଯେଉଁଠି ରାଜା ବାସ କରନ୍ତି

ଅନୁବାଦ ନିୟମ ଗୁଡିକ

  • ଯଦି ସମ୍ଭବ ଆପଣଙ୍କ ଯେଉଁ ଶବ୍ଦ ଅଛି ବ୍ୟବହାର କର
  • ଯଦି ସମ୍ଭବ ଭାବନାକୁ ଛୋଟ କରନ୍ତୁ
  • ପରମେଶ୍ବରଙ୍କ ଆଦେଶ ଗୁଡିକୁ ଓ ଐତିହାସିକ ଘଟଣା ଗୁଡିକୁ ସଠିକ ଭାବେ ଉପସ୍ଥାପନା କରନ୍ତୁ

ଅନୁବାଦ ରଣନୀତି

ଦେଖ Translate Unknowns ଆପଣଙ୍କ ଭାଷାରେ ଅଜଣା ଶବ୍ଦ କିମ୍ବା ବାକ୍ୟଖଣ୍ଡ ଗୁଡିକର ଅନୁବାଦ ନିମନ୍ତେ ଅଧିକ ତଥ୍ୟ ଦେଖନ୍ତୁ