or_ta/translate/resources-clarify/01.md

3.1 KiB
Raw Permalink Blame History

ବର୍ଣ୍ଣନା

ବେଳେବେଳେ ବିଶେଷ ଦ୍ରଷ୍ଟବ୍ୟ ଅନୁବାଦକୁ ୟୁଡିବୀ ଠାରୁ ଉପଦେଶଦେଇଥାଏ ସେହି କ୍ଷେତ୍ରରେ ୟୁଡିବୀ ଠାରୁ ପାଠ “(ୟୁଡିବୀ)” ଦ୍ବାରା ଅନୁଗମନ କରେ

ଅନୁବାଦର ସୁଚନା ଗୁଡିକ

ଯିଏ କି ସ୍ବର୍ଗରେ ଉପବେଶନ କରିଛନ୍ତି ସେମାନଙ୍କୁ ପରିହାସ କରିବେ (ଗୀତ :୪ ୟୁଏଲବି)

କିନ୍ତୁ ଯେ ଜଣେ ସ୍ବର୍ଗରେ ଉପବେଶନ କରିଅଛନ୍ତି ସେମାନଙ୍କୁ ହସିବେ (ଗୀତ :୪ ୟୁଡିବୀ)

ଏହି ପଦ ନିମନ୍ତେ ବିଶେଷ ସୁଚନା : ସ୍ବର୍ଗରେ ଉପବେଶନ କରିବା - ଏହି ଠାରେ ଉପବେଶନ ଅର୍ଥ ଶାସନ କରିବା

ସେ କଣ ପାଇଁ ଉପବେଶନ କରିଛନ୍ତି ପଂକ୍ତି ସ୍ପଷ୍ଟ କରେ ଅବ୍ୟୟ : “ସ୍ବର୍ଗରେ ଶାସନ” କିମ୍ବା “ସେ ସ୍ବର୍ଗରେ ସିଂହାସନ ଉପବିଷ୍ଟ “ (ୟୁଡିବୀ) ଦେଖ: ଲାକ୍ଷଣିକ ଶବ୍ଦ ଓ /[ଅନ୍ତର୍ହିତ]

‘ସ୍ବର୍ଗରେ ଉପବେଶନ” ବାକ୍ୟଖଣ୍ଡ ନିମନ୍ତେ ଦୁଇଟି ଅନୁବାଦର ମତ ଏଠାରେ ଦିଆ ଗଲା ପ୍ରଥମ ବାକ୍ୟରେ “ସ୍ବର୍ଗରେ ଉପବେଶନ” କରିବାର ଅର୍ଥ କଣ ବୁଝାଏ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି ସେ ତାଙ୍କର “ସିଂହାସନ” ଉପରେ ଉପବେଶନ କରିଛନ୍ତି ଉକ୍ତି ଟି ଦ୍ବିତୀୟ ଉପଦେଶରେ ସ୍ପଷ୍ଟ କରି ଶାସନ କରିବା ଧାରଣାକୁ ବୁଝାଏ ଏହି ପ୍ରଶ୍ନ ଟି ୟୁଡିବିରୁ ଥିଲା

ଯେତେବେଳେ ସେ ଯୀଶୁଙ୍କୁ ଦେଖିଲେ, ସେ ମୁହଁ ମାଡି ପଡିଲେ (ଲୁକ ୫:୧୨ ୟୁଏଲବି) ଯେତେବେଳେ ସେ ଯୀଶୁଙ୍କୁ ଦେଖିଲେ,< u> ସେ ଭୁମିରେ ମତ ନସ୍ତକ କଲେ (ଲୁକ ୫:୧୨ ୟୁଡିବୀ)

ଏହି ପଦର ବିଶେଷ ଦ୍ରଷ୍ଟବ୍ୟ କହେ :

ସେ ମୁହଁ ମାଡି ପଡିଲା - “ସେ ଆଣ୍ଠୋଇ ପଡିଲା ଓ ତାହାର କପାଳକୁ ଭୁମିରେ ଛୁଇଁଲା” କିମ୍ବା “ସେ ମୁଣ୍ଡ ନୁଆଇଁ ପ୍ରଣାମ କଲା “ (ୟୁଡିବୀ) ଏହି ୟୁଡିବୀ ଦ୍ବାରା ଦିଆଯାଇଥିବା ଶବ୍ଦ ଗୁଡିକ ହେଉଛି ଆଉ ଗୋଟିଏ ଅନୁବାଦ ଉପଦେଶ