or_ta/process/platforms/01.md

1.7 KiB

ସୁପାରିଶପ୍ରାପ୍ତ ମଞ୍ଚ

Door43 ପରସ୍ପର ସହ ସଂଶ୍କ୍ଲିଷ୍ଟ ସମାଜରେ ଅନୁବାଦ କାର୍ଯ୍ୟ କରିବା ନିମନ୍ତେ ଏକ ସୁପାରିଶପ୍ରାପ୍ତ ମଞ୍ଚ ହେଉଛି translationStudio ।ଏହି ସ୍ଥାନରେ ଅନୁବାଦ ଓ ଯାଞ୍ଚକାରୀ ଦଳ ସେମାନଙ୍କର କାର୍ଯ୍ୟକୁ କରିବେ । ଆପଣ Android, Windows, Mac, or Linux devices ରେ translationStudio app କୁ ସ୍ଥାପନ କରି ପାରିବେ (ଅଧିକ ସୂଚନା ନିମନ୍ତେ Setting up translationStudio ପାଠକୁ ଦେଖନ୍ତୁ)।

ଅନ୍ୟାନ୍ୟ ଇଚ୍ଛାଧୀନ ସ୍ଵାଧୀନ ଅଧିକାର

ଯଦି translationStudio କୁ ବ୍ୟବହାର କରିବା ଆପଣଙ୍କ ଦଳ ନିମନ୍ତେ ବାଧ୍ୟତାମୂଳକ ନୁହେଁ, ତେବେ ଆପଣ ଅନ୍ୟ online ବା offline ଉପକରଣଗୁଡିକ ବ୍ୟବହାର କରିବା ଚିନ୍ତା କରି ପାରନ୍ତି । ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ translationStudio କୁ ବ୍ୟବହାର କରୁ ନାହାନ୍ତି, ତେବେ ସାମଗ୍ରୀକୁ USFM କିମ୍ବା Markdown ମଧ୍ୟକୁ ଆଣିବା ଆପଣଙ୍କ ଦାୟିତ୍ଵ ହେବ (ଅଧିକ ସୂଚନା ନିମନ୍ତେ File Format / କମ୍ପୁଟର ତଥ୍ୟ ରଖିବାର ଫାଇଲ୍ ଢାଞ୍ଚା ପାଠକୁ ଦେଖନ୍ତୁ ) ।