or_ta/checking/level2/01.md

2.2 KiB
Raw Permalink Blame History

ଦ୍ଵିତୀୟ ସ୍ତର ଯାଞ୍ଚ୍ ବାହ୍ୟ ଯାଞ୍ଚ୍

ଅନୁବାଦଟି ଯେ ଠିକ୍ ଅଛି ଏହା ସ୍ଥାନୀୟ ଭାଷା ସଂପ୍ରଦାୟରୁ ଆଗତ ପ୍ରତିନିଧିତ୍ଵ ଦଳଗୁଡିକ ସଠିକ୍ ନିର୍ଣ୍ଣୟ ସହ ସମ୍ମତି ପ୍ରଦାନ କରିବା ଦ୍ଵିତୀୟ ସ୍ତର ଯାଞ୍ଚ୍ ର ଉଦ୍ଦେଶ୍ୟ ଅଟେ ।

ଦ୍ଵିତୀୟ ସ୍ତର ଯାଞ୍ଚ୍ ଦୁଇଟି ମାଧ୍ୟମରେ କରାଯିବ

  1. ଭାଷା ସଂପ୍ରଦାୟର ଯାଞ୍ଚ୍ । ଏହା ଯେ ସ୍ପଷ୍ଟ, ସ୍ଵାଭାବିକ, ଓ ବୋଧଯୋଗ୍ୟ ଏହାକୁ ନିଶ୍ଚିତ କରିବା ପାଇଁ ଉକ୍ତ ଅନୁବାଦକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ଦ୍ଵାରା ଯାଞ୍ଚ୍ କରାଯିବ । ଭାଷା ସଂପ୍ରଦାୟ ଯାଞ୍ଚ୍ କରିବାକୁ ପାଳନ କରିବା ପାଇଁ ଥିବା ସୋପାନଗୁଡିକ, ଦେଖନ୍ତୁ ଭାଷା ସଂପ୍ରଦାୟ ଯାଞ୍ଚ୍
  2. ମଣ୍ଡଳୀ ନେତାଙ୍କ ଯାଞ୍ଚ୍ । ଏହା ଯେ ନିର୍ଭୁଲ, ଏହାକୁ ନିଶ୍ଚିତ କରିବା ପାଇଁ ଉକ୍ତ ଅନୁବାଦକୁ ଭାଷା ସଂପ୍ରଦାୟରୁ ଆଗତ ମଣ୍ଡଳୀର ନେତାମାନଙ୍କ ଦ୍ଵାରା ଯାଞ୍ଚ୍ କରାଯିବ । ଭାଷା ସଂପ୍ରଦାୟ ଯାଞ୍ଚ୍ କରିବାକୁ ପାଳନ କରିବା ପାଇଁ ଥିବା ସୋପାନଗୁଡିକ, ଦେଖନ୍ତୁ ମଣ୍ଡଳୀ ନେତାଙ୍କ ଯାଞ୍ଚ୍

ଯେତେବେଳେ ଏହା ସମାପ୍ତ ହୁଏ, ଏହି କାର୍ଯ୍ୟ ଦୃଢୀଭୂତ ହେବା ଆବଶ୍ୟକ (ଦେଖନ୍ତୁ ଦୃଢୀକରଣ ଦ୍ଵିତୀୟ ସ୍ତର)।