or_ta/checking/intro-levels/01.md

32 lines
7.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

### ଯାଞ୍ଚ୍ ସ୍ତରଗୁଡିକ କିପରି କାର୍ଯ୍ୟ କରେ
ଯାଞ୍ଚ୍ ସ୍ତରଗୁଡିକ ସହ କାର୍ଯ୍ୟ କରିବା ସମୟରେ ମନେରଖିବା ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀଗୁଡିକ ଏଠାରେ ଦିଆଯାଉଛି:
* ଯାଞ୍ଚ୍ ସ୍ତର ଏକ ଓ ଉଚ୍ଚତର ସ୍ତରରେ ପହଞ୍ଚୀଥିବା ଅନୁବାଦଗୁଡିକ ହିଁ unfoldingWord website ଓ unfoldingWord mobile app ରେ ଉପଲବ୍ଧ କରାଯିବ ()
* ଯାଞ୍ଚ୍ ସ୍ତର ତିନିରେ ପହଞ୍ଚୀଥିବା ଅନୁବାଦଗୁଡିକ ହିଁ ମୂଳ ଲେଖାରୂପେ ଅନ୍ୟ ଅନୁବାଦ ନିମନ୍ତେ ଅନୁମୋଦିତ ହେବ।
* ଯେବେ ଯାଞ୍ଚ୍ ସ୍ତର ସଂପୂର୍ଣ୍ଣ ହୋଇ ଯାଇଅଛି ଓ door43 ରେ ଥିବା ଅନୁବାଦ ପାଇଁ ସମସ୍ତ ଉପଯୁକ୍ତ ସଂଶୋଧନ/ସଂପାଦନ କରାଯାଇଛି, ତେବେ ଯାଞ୍ଚ୍ କାରୀ ଯାଞ୍ଚ୍ ସବିଶେଷ ତଥ୍ୟ ସଂମ୍ବଳିତ unfoldingWord କୁ ସୂଚନା ଦେବ, ଯେଉଥିରେକି ଅନୁବାଦ ଯାଞ୍ଚ୍ କାରୀ ରୂପେ ଯେଉଁମାନେ ଯାଞ୍ଚ୍ କରିଥିବେ ଓ ସେମାନଙ୍କର ପଦବୀ ଓ ଯୋଗ୍ୟତାଗୁଡିକ ଅନ୍ତର୍ଭୁକ୍ତ ଥିବ । ତତ୍ପରେ door43 ରେ ଥିବା ପ୍ରତିଲିପି ଖଣ୍ଡ unfoldingword ସଂଗ୍ରହ କରିବ, ଏବଂ ଏହାର ସ୍ଥିର ବୈଦ୍ୟୁତିକ ପ୍ରତିଲିପି ଖଣ୍ଡକୁ unfoldingWord website ରେ ଡିଜିଟାଲ୍ ରୂପେ ପ୍ରକାଶନ କରାଯିବ ( କୁ ଦେଖନ୍ତୁ), ଏବଂ ଏହାକୁ nfoldingWord mobile app ରେ ମଧ୍ୟ ଉପଲବଧି କରାଯିବ ।
ମୁଦ୍ରଣ ନିମନ୍ତେ ପ୍ରସ୍ତୁତ PDF ମଧ୍ୟ ଉପ୍ତାଦନ କରାଯିବ ଓ ଡାଉନଲୋଡ୍ ନିମନ୍ତେ ଉପଲବଧି କରାଯିବ ।
ଭବିଷ୍ୟତରେ ଯାଞ୍ଚ୍ ଓ ସମ୍ପାଦନ କରିବା ପାଇଁ ଅନୁମତି ଦେଇ door43 ରେ ଥିବା ଯାଞ୍ଚ୍ ସଂସ୍କରଣକୁ ପରିବର୍ତ୍ତନ କରିବା ପାଇଁ ସମ୍ଭବତାକୁ ଜାରି ରଖାଯିବା ।
* ମୁକ୍ତ ବାଇବଲ କାହାଣୀ * ଯୋଜନାଗୁଡିକ ନିମନ୍ତେ :
ଇଂରାଜୀ ମୂଳ ଲେଖାର ସଂସ୍କରଣ ୩. କିମ୍ବା ଉଚ୍ଚତର ସଂସ୍କରଣରୁ କରାଯାଇଥିବା *ମୁକ୍ତ ବାଇବଲ କାହାଣୀ* ଅନୁବାଦଗୁଡିକୁ ହିଁ ସ୍ତର ଏକ (କିମ୍ବା ଉଚ୍ଚତର ସ୍ତର) ରେ ଯାଞ୍ଚ୍ କରାଯିବା ନିମନ୍ତେ ଯୋଗ୍ୟ ଅଟନ୍ତି ।
ଯାଞ୍ଚ୍ ସ୍ତରଗୁଡିକ ସହ ଆଗକୁ ବଢିବା ପୂର୍ବରୁ ୩. ପୁର୍ବରେ ଥିବା ସଂସ୍କରଣରୁ କରାଯାଇଥିବା ଅନୁବାଦଗୁଡିକର ଅପ୍ ଡେଟ୍ କରିବା ଆବଶ୍ୟକ (ଦେଖନ୍ତୁ [ମୂଳ ଲେଖା ଓ ସଂସ୍କରଣ ସଂଖ୍ୟାଗୁଡିକୁ](../../translate/translate-source-version/01.md))
### ଯାଞ୍ଚ୍ ସ୍ତରଗୁଡିକ
unfoldingWord ବିଷୟବସ୍ତୁର ଗୁଣାତ୍ମକ ପ୍ରତିଶୃତି ନିମନ୍ତେ ଥିବା ନୀତି, ଆହୁରି ମଧ୍ୟ *ମୁକ୍ତ ବାଇବଲ କାହାଣୀଗୁଡିକ* http://ufw.io/qa/. ରେ ସଂକ୍ଷେପରେ ଓ ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଛି ।
ଆମେ ବ୍ୟବହାର କରୁଥିବା ତିନି –ସ୍ତର ବିଶିଷ୍ଟ ଯାଞ୍ଚ୍ ପରିମାପକ ବାଡି unfoldingWord ରେ ନିର୍ଭରଶୀଳ ଅଟେ [ ଅନୁବାଦ ନିର୍ଦ୍ଧେଶାବଳୀ](../../intro/translation-guidelines/01.md)। ସମସ୍ତ ଅନୁବାଦିତ ବିଷୟବସ୍ତୁର ବିଶ୍ୱାସର ବକ୍ତବ୍ୟର ସିଦ୍ଧାନ୍ତ ଓ ଅନୁବାଦ ନିର୍ଦ୍ଧେଶାବଳୀର ପ୍ରକ୍ରିୟା ଓ ପଦ୍ଧତିଗୁଡିକ ସହ ତୁଳନା କରାଯାଇଛି । ମୂଳଦୁଆକୁ ସ୍ଥାପନ କରୁଥିବା ଏହି ଦଲିଲଗୁଡିକ ସହ unfoldingWord ଯୋଜନାରେ ଯାଞ୍ଚ୍ କରିବାର ତିନୋଟି ସ୍ତରକୁ ବ୍ୟବହାର କରାଯାଇଛି :
* [ପ୍ରଥମ ସ୍ତର ଯାଞ୍ଚ୍ ଅନୁବାଦ ଦଳ ଦ୍ଵାରା ଦୃଢୀକରଣ](../level1/01.md)
* [ଦ୍ଵିତୀୟ ସ୍ତର ଯାଞ୍ଚ୍ ସଂପ୍ରଦାୟ/ସମାଜ ଦ୍ଵାରା ଦୃଢୀକରଣ](../level2/01.md)
* [ତୃତୀୟ ସ୍ତର ଯାଞ୍ଚ୍ ମଣ୍ଡଳୀ ନେତୃତ୍ଵ ଦ୍ଵାରା ଦୃଢୀକରଣ](../level3/01.md)
### ଯାଞ୍ଚକାରୀମାନଙ୍କୁ ଯାଞ୍ଚ୍ କରିବା
ଏହି ଦଲିଲରେ ବର୍ଣ୍ଣିତ ପ୍ରକ୍ରିୟା ଓ ଯାଞ୍ଚ୍ କରିବାର ଢାଞ୍ଚା, ବିଷୟବସ୍ତୁକୁ ବ୍ୟବହାର କରୁଥିବା ମଣ୍ଡଳୀ ଦ୍ଵାରା ନିର୍ଦ୍ଧାରିତ ଅନୁସାରେ କ୍ରମାଗତ ଯାଞ୍ଚ୍ ପ୍ରକ୍ରିୟା ଓ ସଂଶୋଧନ ବିଷୟବସ୍ତୁ ଉପରେ ନିର୍ଭରଶୀଳ ଅଟେ ।
ବହିର ବିଷୟବସ୍ତୁକୁ ବହୁସଂଖ୍ୟାରେ ବ୍ୟବହାର କରୁଥିବା ଲୋକମାନଙ୍କଠାରୁ ସର୍ବାଧିକ ସଂଖ୍ୟାରେ କଂପୁଟରକୁ ତଥ୍ୟ ଯୋଗାଇବା ପାଇଁ ଏକ ଦୃଷ୍ଟିଭଙ୍ଗି ସହ ମତାମତାକୁ ପ୍ରୋସ୍ଛାହିତ କରାଯାଏ ( ଏବଂ ଅନୁବାଦର କଂପୁଟର କାର୍ଯ୍ୟକ୍ରମରେ ବ୍ୟବହୃତ ତଥ୍ୟରେ ପ୍ରସ୍ତୁତ କରାଯାଏ, ଯାହା ବ୍ୟବହାରଯୋଗ୍ୟ)।
ବିଷୟବସ୍ତୁର ଅନୁବାଦଗୁଡିକୁ ଅନୁବାଦ ପ୍ଲାଟଫର୍ମରେ ଉପଲବ୍ଧି କରାଯାଇଛି ( ଦେଖନ୍ତୁ ), ଯାହାକି ବ୍ୟବହାରକାରୀମାନଙ୍କ ନିମନ୍ତେ ସହଯୋଗିତା ରୂପେ ବିଷୟବସ୍ତୁକୁ ତିଆରି କରି ସହଜ କରିବା ପାଇଁ ସମୟର ସହିତ ଗୁଣବତ୍ତାରେ ବଡି ବଡି ଯିବ।