or_obs-tn/content/50/10.md

1.4 KiB

ଯେଉଁମାନେ ଶୟତାନ ଅନ୍ତର୍ଭୁକ୍ତ ଅଟନ୍ତି

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯିଏ ମନ୍ଦକୁ ପାଳନ କରିଥାଏ" କିମ୍ବା, "ଯେଉଁମାନେ ମନ୍ଦ ଦ୍ଵାରା ଶାସିତ ହୁଅନ୍ତି" ଏହା ସେମାନଙ୍କୁ ଦର୍ଶାଏ ଯେଉଁମାନେ ଯୀଶୁଙ୍କୁ ବିଶ୍ବାସ କରନ୍ତି ନାହିଁ କିନ୍ତୁ ଶୟତାନର ମନ୍ଦ ପଥକୁ ଅନୁସରଣ କରନ୍ତି .

ଏକ ପ୍ରଜ୍ଜଳିତ ନିଆଁ 

ତାହା ହେଉଛି, "ଏକ ଅତି ତପ୍ତ, ଜଳୁଥିବା ନିଆଁ" କିମ୍ବା, "ଏକ ଅତି ତପ୍ତ ନିଆଁ."

ଧାର୍ମିକମାନେ

ଯେଉଁମାନେ ମଶିହଙ୍କ ଅଟନ୍ତି, ସେହି ଲୋକମାନଙ୍କୁ ବୁଝାଏ । ଦେଖନ୍ତୁ50-08

ସୂର୍ଯ୍ୟ ପରି ତେଜୋମୟ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ସୁର୍ଯ୍ୟ ପରି ତେଜୋମୟ ହେବେ" କିମ୍ବା, "ସୁର୍ଯ୍ୟ ଯେପରି ଉଜ୍ବଳିତ ଆଲୋକ, ସେପରି ବିଶୁଦ୍ଧ ସଦଗୁଣ ପରି ପ୍ରକାଶିତ ହେବା" ।