or_obs-tn/content/50/08.md

660 B

ପରମେଶ୍ଵରଙ୍କ ରାଜ୍ୟରେ ଲୋକମାନେ

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ଯେଉଁ ଲୋକମାନେ ପରମେଶ୍ଵରଙ୍କ ଅଧିକାର ଅଧିନରେ ରୁହନ୍ତି" କିମ୍ବା, "ଯେଉଁ ଲୋକମାନେ ପରମେଶ୍ଵରଙ୍କ ଶାସନରେ ନିଜକୁ ସମ୍ପର୍ପିତ କରନ୍ତି", କିମ୍ବା, "ଯେଉଁ ଲୋକମାନେ ପରମେଶ୍ଵରଙ୍କ ସହିତ ତାହାଙ୍କ ରାଜ୍ୟରେ ବାସ କରିବେ" ।