or_obs-tn/content/50/01.md

5 lines
738 B
Markdown

# ମଣ୍ଡଳୀର ବୃଦ୍ଧି ହୋଇ ଚାଲୁଅଛି 
ଏହାକୁ ଏପରି ଅନୁବାଦ କରାଯାଇପାରେ, "ସାରା ପୃଥିବୀରେ ମଣ୍ଡଳୀରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ଚାଲୁଅଛି" କିମ୍ବା, "ଯୀଶୁଙ୍କଠାରେ ବିଶ୍ଵାସମାନେ ବୃଦ୍ଧି ହୋଇ ଆସୁଅଛି" ।
# ପୃଥିବୀର ଶେଷରେ 
ଏହି ବାକ୍ୟାଂଶର ଅର୍ଥ, "ବର୍ତ୍ତମାନର ଜଗତ ଶେଷ ହେବା ପୁର୍ବରୁ" କିମ୍ବା, "ଏହି ପୃଥିବୀର ଅନ୍ତିମ ସମୟରେ" ।