or_obs-tn/content/50/01.md

738 B

ମଣ୍ଡଳୀର ବୃଦ୍ଧି ହୋଇ ଚାଲୁଅଛି 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ସାରା ପୃଥିବୀରେ ମଣ୍ଡଳୀରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ଚାଲୁଅଛି" କିମ୍ବା, "ଯୀଶୁଙ୍କଠାରେ ବିଶ୍ଵାସମାନେ ବୃଦ୍ଧି ହୋଇ ଆସୁଅଛି" ।

ପୃଥିବୀର ଶେଷରେ 

ଏହି ବାକ୍ୟାଂଶର ଅର୍ଥ, "ବର୍ତ୍ତମାନର ଜଗତ ଶେଷ ହେବା ପୁର୍ବରୁ" କିମ୍ବା, "ଏହି ପୃଥିବୀର ଅନ୍ତିମ ସମୟରେ" ।