or_obs-tn/content/49/17.md

9 lines
1.1 KiB
Markdown

# ପାପରେ ପ୍ରଲୋଭିତ ହେବା 
ତାହା ହେଉଛି, "ପାପରେ ପ୍ରଲୋଭିତ ହେବା ଯଦିଓ ଆପଣ ଜାଣିଛନ୍ତି ଯେ ପାପ କରିବା ଭୁଲ୍ ଅଟେ"
# ବିଶ୍ଵସ୍ତ ଅଟନ୍ତି 
ଏହି ପୃଷ୍ଠଭୁମିରେ ଏହାର ଅର୍ଥ ଯେ ପରମେଶ୍ଵର, "ତାଙ୍କ ପ୍ରତିଜ୍ଞା ରକ୍ଷା କରନ୍ତି."
# ତୁମମାନଙ୍କ ପାପ ସ୍ଵୀକାର କର
ଏହାକୁ ଏପରି ଅନୁବାଦ କରାଯାଇପାରିବ, "ସ୍ଵୀକାର କର ଯାହା ତୁମ୍ଭେ ପରମେଶ୍ଵରଙ୍କ ବିରୁଦ୍ଧରେ ଭୁଲ୍ କରିଅଛ"
# ପାପ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଆପଣଙ୍କୁ ବଳ ଯୋଗାଇବେ।
ତାହା ହେଉଛି, "ସେ ଆପଣଙ୍କୁ ପାପକୁ ମନା କରିବା ପାଇଁ ଆତ୍ମିକ ବଳ ଦେବେ"