or_obs-tn/content/49/17.md

1.1 KiB

ପାପରେ ପ୍ରଲୋଭିତ ହେବା 

ତାହା ହେଉଛି, "ପାପରେ ପ୍ରଲୋଭିତ ହେବା ଯଦିଓ ଆପଣ ଜାଣିଛନ୍ତି ଯେ ପାପ କରିବା ଭୁଲ୍ ଅଟେ"

ବିଶ୍ଵସ୍ତ ଅଟନ୍ତି 

ଏହି ପୃଷ୍ଠଭୁମିରେ ଏହାର ଅର୍ଥ ଯେ ପରମେଶ୍ଵର, "ତାଙ୍କ ପ୍ରତିଜ୍ଞା ରକ୍ଷା କରନ୍ତି."

ତୁମମାନଙ୍କ ପାପ ସ୍ଵୀକାର କର

ଏହାକୁ ଏପରି ଅନୁବାଦ କରାଯାଇପାରିବ, "ସ୍ଵୀକାର କର ଯାହା ତୁମ୍ଭେ ପରମେଶ୍ଵରଙ୍କ ବିରୁଦ୍ଧରେ ଭୁଲ୍ କରିଅଛ"

ପାପ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଆପଣଙ୍କୁ ବଳ ଯୋଗାଇବେ।

ତାହା ହେଉଛି, "ସେ ଆପଣଙ୍କୁ ପାପକୁ ମନା କରିବା ପାଇଁ ଆତ୍ମିକ ବଳ ଦେବେ"