5 lines
1.1 KiB
Markdown
5 lines
1.1 KiB
Markdown
|
||
# ଶୟତାନର ଅନ୍ଧକାରର ରାଜ୍ୟ
|
||
"ଅନ୍ଧକାର"କୁ ଏହି ସ୍ଥାନରେ ପାପ ଏବଂ ସମସ୍ତ ଯାହା ମନ୍ଦ ଅଟେ ସୁଚିତ କରାଯାଇଛି ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନଙ୍କ ଉପରେ ଶୟତାନର ମନ୍ଦ ଶାସନ, ଯାହା ଅନ୍ଧକାର ପରି ଅଟେ"
|
||
# ପରମେଶ୍ଵରଙ୍କ ଆଲୋକର ରାଜ୍ୟ
|
||
"ଆଲୋକ" କୁ ଏଠାରେ ପରମେଶ୍ଵରଙ୍କ ପବିତ୍ରତା ଏବଂ ଉତ୍ତମତାକୁ ସୁଚିତ କରାଯାଇଛି ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନଙ୍କ ଉପରେ ପରମେଶ୍ଵରଙ୍କ ଶାସନ, ଯାହା ଆଲୋକ ଅଟେ" ବାଇବଲ ଅନେକ ଥର ମନ୍ଦକୁ ଅନ୍ଧକାର ସହିତ , ଓ ଉତ୍ତମତାକୁ ଦୀପ୍ତି ସହିତ ତୁଳନା କରାଯାଇଛି. |