or_obs-tn/content/49/15.md

1.1 KiB

ଶୟତାନର ଅନ୍ଧକାରର ରାଜ୍ୟ  

"ଅନ୍ଧକାର"କୁ ଏହି ସ୍ଥାନରେ ପାପ ଏବଂ ସମସ୍ତ ଯାହା ମନ୍ଦ ଅଟେ ସୁଚିତ କରାଯାଇଛି ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନଙ୍କ ଉପରେ ଶୟତାନର ମନ୍ଦ ଶାସନ, ଯାହା ଅନ୍ଧକାର ପରି ଅଟେ"

ପରମେଶ୍ଵରଙ୍କ ଆଲୋକର ରାଜ୍ୟ

"ଆଲୋକ" କୁ ଏଠାରେ ପରମେଶ୍ଵରଙ୍କ ପବିତ୍ରତା ଏବଂ ଉତ୍ତମତାକୁ ସୁଚିତ କରାଯାଇଛି ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନଙ୍କ ଉପରେ ପରମେଶ୍ଵରଙ୍କ ଶାସନ, ଯାହା ଆଲୋକ ଅଟେ" ବାଇବଲ ଅନେକ ଥର ମନ୍ଦକୁ ଅନ୍ଧକାର ସହିତ , ଓ ଉତ୍ତମତାକୁ ଦୀପ୍ତି ସହିତ ତୁଳନା କରାଯାଇଛି.