or_obs-tn/content/49/14.md

1.1 KiB

ତାହାଙ୍କୁ ବିଶ୍ବାସ କର  

ଏହାକୁ ଏପରି ଅନୁବାଦ କରାଯାଇପାରେ, "ତାହାଙ୍କୁ ବିଶ୍ଵାସ କର" କିମ୍ବା, "ତୁମ୍ଭର ରକ୍ଷା ନିମନ୍ତେ ବିଶ୍ଵାସ କର" କିମ୍ବା, "ଆପଣଙ୍କ ସମ୍ପୁର୍ଣ୍ଣ ଜୀବନକୁ ତାହାଙ୍କ ଠାରେ ସମର୍ପିତ କର"

ବାପ୍ତିଜିତ ହୁଅ 

ଏହାକୁ ଏହିପରି ଅନୁବାଦ କରାଯାଇପାରେ, "ବାପ୍ତିସ୍ମ ଦେବାକୁ କେହିଜଣେ ଥାଆନ୍ତୁ" କିମ୍ବା, "ସେମାନେ ତୁମକୁ ବାପ୍ତିସ୍ମ ଦିଅନ୍ତୁ"

ବିଶ୍ବାସ କର ଯେ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଜାଣନ୍ତୁ" କିମ୍ବା, "ସହମତ ହୁଅନ୍ତୁ" #ଦୂର କରିବା 45-07 ଉପରେ ଟିପ୍ପଣୀ ଦେଖାନ୍ତୁ